Odisha Link
Bridging the Missing Links in Odisha
Daily Archives

February 11, 2021

ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ତିନି…

ରାଉରକେଲା : କୋଏଲ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ତିନି ନାବାଳକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଗୁରୁଦ୍ୱାରରୋଡ଼ର ସୋନି ସୋନାକାର (୧୪), ସୁମିତ ସୋନାକାର (୧୨), ଗାନ୍ଧୀରୋଡ଼ର ଜ୍ଞାନେଶ୍ୱର ଚୌଧୁରୀ(୧୨)। ଘରେ ବୁଲିବାକୁ କହି ପ୍ରାୟ୮ କିମି ଦୂର କୋଏଲ ନଦୀ ଘାଟକୁ ଚାଲି ଚାଲି ଯାଇଥିଲେ ।…

ଖୋଲିଲା କଟା ମୁଣ୍ଡ ରହସ୍ୟ

ଭୁବନେଶ୍ୱର: ଖୋଲିଲା ଚନ୍ଦକା ଦାସପୁରରେ ମହିଳାଙ୍କ କଟାମୁଣ୍ଡ ଘଟଣାର ରହସ୍ୟ। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ହତ୍ୟାକାଣ୍ଡ ରହସ୍ୟର ଖୁଲାସା କରିଛନ୍ତି। ଅଭିଯୁକ୍ତମାନେ କେମିତି ହତ୍ୟାକାଣ୍ଡ କରିଥିଲେ ତାହାର ଖୁଲାସା କରିଛନ୍ତି କମିଶନର ଶ୍ରୀ ଷଡ଼ଙ୍ଗୀ।…

ମିଳିଲା ମହିଳାଙ୍କ କଟା ମୁଣ୍ଡ

ଭୁବନେଶ୍ବର: ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଭରତ ପୁରର ଜଙ୍ଗଲରୁ ମହିଳାଙ୍କ କଟା ମୁଣ୍ଡ ଠାବ କରାଯାଇଛି । ପୁଲିସ ସହ ଯାଇ କଟାମୁଣ୍ଡ ଦେଖାଇଲେ ୨ ଅଭିଯୁକ୍ତ।ମୃତ ଦେହ ପଡ଼ିଥିବା ସ୍ଥାନର ୨ କିମି ଦୂରରୁ କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଆଜି ମହିଳାଙ୍କର ପରିଚୟ ମିଳିବା ପରେ ପୁଲିସ ୨ ଜଣଙ୍କୁ…

ମୁଣ୍ଡବିହୀନ ମୃତ ଦେହ ଘଟଣା: ୨ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର ହୋଇଥିବା ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ। ମୃତ ଦେହର ପରିଚୟ ମିଳିବା ପରେ ତଦନ୍ତରେ ଅଗ୍ରସର ଘଟିଥିବା କଥା କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି। କଟାମୁଣ୍ଡ କଣ ହେଲା ଏ ନେଇ ଅଭିଯୁକ୍ତକୁ ପଚରାଉଚରା ଚାଲିଛି। ପରକୀୟା…

ଗାତରେ ପଡ଼ି ବର୍ଷକର ଶିଶୁକନ୍ୟା ମୃତ

ସୋର: ଗାତରେ ପଡ଼ି ଜୀବନ ହାରିଲା ବର୍ଷକର ଶିଶୁକନ୍ୟା । ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଶାଳଗଡ଼ିଆ ଗାଁରେ ଘଟିଛି। ପ୍ରକାଶ ଯେ, ଆଜି ସକାଳେ ଘର ଦାଣ୍ଡରେ ଖେଳୁଖେଳୁ ଅଧା ଖୋଳା ଯାଇଥିବା ଗାତରେ ପଡ଼ିଗଲା ବର୍ଷକର ଶିଶୁକନ୍ୟା। ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନା…

ରାଜ୍ୟରେ କରୋନା: ୯୫ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୯୮୪ରେ ପହଞ୍ଚିଛି । https://twitter.com/IPR_Odisha/status/1359744665583452164…

ଫେବୃଆରୀ ୧୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବୃଆରୀ ୧୭ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସର୍ବଦଳୀୟ ବୈଠକରେ ଚଳିତ ବଜେଟ୍ ଅଧିବେଶନ ନେଇ ଆଲୋଚନା କରାଯିବ।

LACରେ ସ୍ଥିତି ସୁଦୃଢ଼: ରାଜନାଥ ସିଂ

ନୂଆଦିଲ୍ଲୀ: LAC ସ୍ଥିତି ନେଇ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି। ପୋଙ୍ଗଙ୍ଗର ଉତ୍ତର-ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି। ଚୁକ୍ତି ଅନୁସାରେ ୪୮ ଘଣ୍ଟା ଭିତରେ ସୈନ୍ୟ…

ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର…

ଭୁବନେଶ୍ବର: ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ଦାବି। ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି। ଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ସ୍ମାରକ ଆୟୋଗ ପ୍ରସ୍ତୁତ ବାଇ-ଲ ପ୍ରତ୍ୟାହାର ନେଇ ଦାବି କରାଯାଇଛି। ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତୁତ ବାଇ- ଲ ପ୍ରତ୍ୟାହାର ଦାବି କରି…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି : ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଛି ଶବ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବେଦାନ୍ତ ମେଡିକାଲ ସମ୍ମୁଖରେ ଘଟିଛି ଏଭଳି ଅଘଟଣ। ମୃତକ ହେଉଛନ୍ତି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ। ପ୍ରକାଶ ଯେ, ଛେଳି ପାଇଁ ଡାଳ…