Odisha Link
Bridging the Missing Links in Odisha
Daily Archives

February 11, 2021

ଟ୍ରକ ପଛକୁ ପିଟିଲା କାର , ଜଣେ ମୃତ

ଖଡ଼ିଆଳ: ଟ୍ରକ ପଛକୁ  ପିଟିଲା ଇନୋଭା କାର୍। ଜଣେ ମୃତ , ୪ ଗୁରୁତର । ଗୁରୁତର ବ୍ୟକ୍ତିଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାଟି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ନବରତନ ପୋଡ଼। ତାଙ୍କର ଘର କୋମନା ଥାନା…

ସ୍ମାର୍ଟସିଟି ଲୁଟେରାଙ୍କର ସ୍ମାର୍ଟ…

ଭୁବନେଶ୍ବର: ଧରମଭାଇ ସାଜିଲା ଲୁଟାରେ। ଭୟଭୀତ କରି ନୁହେଁ ବରଂ ବିଶ୍ବାସ ଜନ୍ମାଇ ଲୋକଙ୍କୁ ଲୁଟୁଛନ୍ତି ସ୍ମାର୍ଟସିଟି ଲୁଟେରା। ଜଣେ ଯୁବତୀଙ୍କୁ ଧରମ ଉଭଣୀ କରି ୩୦ହଜାର ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କଳ୍ପନା ଟ୍ରାଫିକ୍‌ ଛକ ନିକଟରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ…

ଲୁଟ୍ ଉଦ୍ୟମ ପଣ୍ଡ : ୭ ହାଇଓ୍ବେ ଲୁଟେରା…

ଯାଜପୁର: ଯାଜପୁର ଜିଲ୍ଲା ଡୁବୁରୀ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ବିଳମ୍ବିତ ରାତିରେ ଲୁଟ୍ ପାଇଁ ଯୋଜନା କରୁଥିବା ଲୁଟେରାଙ୍କ ଯୋଜନା ପଣ୍ଡ କରିଛି ପୁଲିସ। ଲୁଟ ଉଦ୍ୟମ କରୁଥିବାବେଳେ ଲୁଟେରାଙ୍କୁ ଧରିଲା ପୁଲିସ । ସେମାନଙ୍କ ନିକଟରୁ ବନ୍ଧୁକ ସହ ମାରଣାନ୍ତ୍ର ଜବତ ହୋଇଛି। ପ୍ରକାଶ ଯେ, ୭ ଜଣ…

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

ବଲାଙ୍ଗୀର : ବଲାଙ୍ଗର ବନ ବିଭାଗରେ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଜାରି ରହିଛି। ପ୍ରକାଶ ଯେ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ରେଡ୍‌ କରିଛି ଭିଜିଲାନ୍ସ । ଆଜି ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍‌ ଏକା…

ଆଜି ହିଞ୍ଜିଳିରେ ବହୁ ପ୍ରକଳ୍ପର ଉଦଘାଟନ…

ଗଞ୍ଜାମ: ଆଜି ହିଞ୍ଜିଳିରେ ବହୁ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ସନ୍ଧ୍ୟା ୫ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର…

ଭୟାବହ ଅଗ୍ନିକାଣ୍ଡ, ୨୨ ମେଣ୍ଢା ଜୀବନ୍ତ…

ଅନୁଗୁଳ: ଅନୁଗୁଳ ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଘର, ଗୁହାଳ ଓ ଅନେକ ସମ୍ପତ୍ତି ପୋଡି ପାଉଁଶ ପୋଡିଯାଇଛି। ଏ‌ଥିସହ ଏହି ଅଗ୍ନିକାଣ୍ଡରେ ଗୋରୁ ସହ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ, ଗତ ବୁଧବାର…

ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଝଟକା,…

ୱାଶିଂଟନ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରେକର୍ଡ ହୋଇଛି। ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି। ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ସୁନାମି ଆଲର୍ଟ ଜାରି କରାଯାଇଛି।…

ମିଳିଲା ମୁଣ୍ଡବିହୀନ ମୃତ ମହିଳାଙ୍କ…

ଭୁବନେଶ୍ୱର: ମିଳିଲା ମୁଣ୍ଡବିହୀନ ମୃତ ମହିଳାଙ୍କ ପରିଚୟ। ଭୁବନେଶ୍ୱର ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାର ଏକ ସପ୍ତାହ ପରେ କମିଶନରେଟ ପୋଲିସକୁ ମିଳିଛି ସଫଳତା। ଜଣାପଡିଛି ମୃତ ମହିଳାଙ୍କ ପରିଚୟ। ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବେ ବୋଲି…