Odisha Link
Bridging the Missing Links in Odisha
Daily Archives

February 19, 2021

ସୀମା ସୁରକ୍ଷାରେ ସରକାର ବିଫଳ: ନିରଞ୍ଜନ

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମା କୋଟିଆ ବିବାଦ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ…

ଆଶିଷ ସିଂ ହେଲେ ଅବକାରୀ କମିଶନର

ଭୁବନେଶ୍ୱର: ରାଜ୍ୟ ଅବକାରୀ କମିଶନର ଭାବେ ୨୦୦୪ ବ୍ୟାଚ୍ ଆଇପିଏସ ଆଶିଷ କୁମାର ସିଂଙ୍କୁ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଞ୍ଚଳ ଡିଆଇଜି ତଥା ଆଇପିଏସ୍ ଆଶିଷ କୁମାର ସିଂଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଛି ଓ ସେଠାରେ ଥିବା ଆଇଏଏସ୍…

ସତର୍କ ନହେଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ବର: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢ଼ିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ…

ଏଣିକି ଅନଲାଇନରେ ଇଡବ୍ଲୁଏସ ଆଡ଼ମିଶନ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଅନଲାଇନରେ ଇଡବ୍ଲୁଏସ ପିଲାମାନେ ସ୍କୁଲରେ ଆଡ଼ମିଶନ କରିପାରିବେ। ଆର୍ଥିକ ଅନଗ୍ରସର ବର୍ଗ ପିଲାମାନେ ଅନଲାଇନରେ ଆଡ଼ିମିଶନ କରିବେ। ନିର୍ଦ୍ଦିଷ୍ଟ ପୋର୍ଟାଲରେ ଆବେଦନ ସହ ଅନଲାଇନରେ ଆଡମିଶନ ହେବ। ପିଲାମାନେ https://rteparadarshi.odisha.gov.in/odisha ପୋର୍ଟାଲରେ…

ଟୋକନ ପାଇଁ ବିଷ ପିଇଲେ ଚାଷୀ

ନୂଆପଡ଼ା: ଟୋକନ ଅବଧି ସରିଯିବାରୁ ଧାନ ବିକି ନପାରିବାରୁ ବିଷ ପିଇଦେଲେ ଚାଷୀ। ଏମିତି ଏକ ଘଟଣା ଘଟିଛି ସିନାପାଲି ଭିଙ୍ଗିଆମୁଣ୍ଡା ଗାଁରେ। ନିଜ ଜମିେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଚାଷୀ। ବିଷ ପିଇ ଗୁରୁତର ଚାଷୀ ଖଡ଼ିଆଳ ହସ୍ପିଟାଲରେ ଭର୍ତ୍ତି ରାଯାଇଛି। ବିଦ୍ୟୁତ୍‌ ବିଲ ପଇଠ ନକରିବାରୁ ଲଇନ୍‌…

ବିଧାନସଭା: ବାଚସ୍ପତିଙ୍କ ଫାଇବର ଗ୍ଲାସ୍…

ଭୁବନେଶ୍ବର: ବିଧାନସଭାର ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଟ୍ଟଗୋଳ ଜାରି ରଖିଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ସମବାୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ…

ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ:…

ପଶ୍ଚିମବଙ୍ଗ: ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତନ କରି ମୋଦି ସରକାରଙ୍କୁ ଆଣାଯିବା ଜରୁରୀ ବୋଲି ଆଜି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ…

ଶିଶୁମାନଙ୍କୁ ସବୁଜ ପରିବା ଫଳ ଖୁଆନ୍ତୁ…

ଭୁବନେଶ୍ୱର: ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର। ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଶୁକ୍ରବାର ଜଣେ ଶିଶୁ କର୍କଟ ରୋଗ ବିଶେଷଜ୍ଞ…

୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଦିଗରେ ଅବସ୍ଥିତ ରହିଛି। ଅନ୍ୟ ପକ୍ଷରେ ଦକ୍ଷିଣ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆଖପାଖ ଅଞ୍ଚଳରେ ସମୁଦ୍ରପତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦୁର୍ବଳ ହୋଇ ପଡ଼ିଛି। ଏହାର ପ୍ରଭାବରେ…

କଳା ସାରଙ୍କ କଳା କାରନାମା

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଏତଲା ହୋଇଥିଲା। ଏତଲା ପରେ ସଂପୃକ୍ତ ଆର୍ଟି ଟିଚରଙ୍କୁ ଉଠାଇ ଆଣିଲା ପୋଲିସ। ଶିକ୍ଷକଙ୍କୁ ଅଟକ ରଖି ଜେରା କରିଛି କଟକ ମହିଳା ଥାନା ପୋଲିସ। ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା…