Odisha Link
Bridging the Missing Links in Odisha
Daily Archives

February 27, 2021

ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍…

କୋରାପୁଟ : ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ। ଆଜି କମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। ପ୍ରକାଶ ଯେ, କୋରାପୁଟ ଜିଲ୍ଲାର ନାରାୟଣପାଟଣାରୁ ଏହି ବିସ୍ଫୋରକ ଜବତ କରାଯାଇଛି। ଯବାନମାନେ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ…

‘ଯାହାକୁ ତେଲ ଦର ବାଧୁଛି, ସେ…

ଭୁବନେଶ‌୍ବର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଯାହାରି ଫଳରେ ଦେଶରେ ଅନ୍ୟ ସାମଗ୍ରୀର ଦର ଦାମ୍‌ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୂଚନାଥାଉକି,…

ବଡ଼ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ…

ବିଜୟୱାଡା: ବଡ଼ ଝିଅ ଚିକିତ୍ସା ପାଇଁ ସାନ ଝିଅକୁ ବିକ୍ରି କଲେ ବାପା ମା । ଏପରି ଅଘଟଣ ଘଟଣାଟି ଆନ୍ଧ୍ର ପ୍ରଦେଶର ନେଲୋରରେ ଘଟିଛି। ଉଭୟ ଦମ୍ପତ୍ତି ଦିନ ମଜୁରିଆ ଭାବରେ ନେଲୋରରେ କାମ କରନ୍ତି । ବଡ଼ ଝିଅ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିବାରୁ ତା’ର ଚିକିତ୍ସା ପାଇଁ ସାନ ଝିଅକୁ ସେମାନେ ୧୦ ହଜାର ଟଙ୍କାରେ…

ଭାରତର ଟିକା ନେବେ ଶ୍ରୀଲଙ୍କାବାସୀ, ଚୀନ…

ନୂଆଦିଲ୍ଲୀ : ଶ୍ରୀଲଙ୍କା ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ଚୀନରେ ପ୍ରସ୍ତୁତ ହୋଇଥିବା ଟିକା ବଦଳରେ ଭାରତର ଟିକା ନେବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ସରକାର। ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର ଡଃ ରମେଶ ପାଥିରାନା କହିଛନ୍ତି ଯେ, ଚୀନ କମ୍ପାନି ସିନୋଫାର୍ମ ଟିକା…

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୫ଟି ଦୋକାନ…

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାରିପଦା ଟାଉନରେ ୫ଟି ଦୋକାନ ସିଲ। କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଦୋକାନ ସିଲ କରାଯାଇଛି। ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଦୋକାନ ସିଲ…

ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ,…

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଏକ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ତେବେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଆୟତ୍ତ କରୁଛି। ଅଗ୍ନିକାଣ୍ଡରେ ଘରର କାନ୍ଥ ପାଟିଯାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ,…