Odisha Link
Bridging the Missing Links in Odisha

ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜାମିନି ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଜାମିନି ବିହୀନ ଗିରଫ ପରୱାନା ଜାରି ହେବାର ୩୭ ବର୍ଷ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି ପାରିଛି।

ସୂଚନାଯୋଗ୍ୟ ଯେ, ଜାମିନି ବିହୀନ ଗିରଫ ପରୱାନାର ୩୭ବର୍ଷ ପରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏକ ଡକାୟତି ମାମଲାରେ ୩୭ ବର୍ଷ ପରେ ତାଙ୍କୁ ଗିରଫ କରାଯାଇଛି। ଏନ୍‌ବିଡବ୍ଲ୍ୟୁ ନେଇ ସ୍ବତନ୍ତ୍ର ଡ୍ରାଇଭ୍‌ବେଳେ ଗିରଫ କଲା ପାଟକୁରା ପୁଲିସ। ଗିରଫ କରିଥିବା ପାଟକୁରା ପୁଲିସକୁ ଟ୍ବିଟ୍‌ ଯୋଗେ ଡିଜିପି ଅଭୟ ପ୍ରଶଂସା କରିଛନ୍ତି।

Comments are closed.