Odisha Link
Bridging the Missing Links in Odisha
Daily Archives

March 13, 2021

ଛତୁ ଉତ୍ପାଦନରେ ଏକ ନମ୍ବର ଓଡ଼ିଶା: ଅରୁଣ…

ଭୁବନେଶ୍ବର: ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମେଳା ‘କୃଷି ଓଡ଼ିଶା’। ଏହା ଆସନ୍ତା ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହେବାକୁ ଥିବା ଏହି ମହୋତ୍ସବକୁ ୧୫ ତାରିଖ ସନ୍ଧ୍ୟା ୫ଟା ୩୦ରେ…

ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ…

ଭୁବନେଶ୍ୱର: ରାଜ୍ୟର ଅନେକ ପାହାଡ ଏବଂ ବନାଞ୍ଚଳ ବର୍ତ୍ତମାନ ନିଆଁର ଘେରରେ ରହିଛି। ଜଙ୍ଗଲ ନିଆଁ ଆୟତବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ କେତେ ପ୍ରଭାବିତ…

ପାର୍କିଂ ପାଇଁ ପ୍ରଫେସରଙ୍କ ଗୁଳିମାଡ଼,…

ବାଲେଶ୍ବର: ଫକୀର ମୋହନ ମହାବିଦ୍ୟାଳୟ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବିବାଦରୁ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି। ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଜଣେ ପ୍ରଫେସର ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହୋଇଥିବା…

ଓଡ଼ିଶା ବଜାରକୁ ଆସିଲା ସେଓ ପଲ୍ପରୁ…

ଭୁବନେଶ୍ୱର: ଓଡ଼ିଶା ବଜାରରେ ପ୍ରବେଶ କରିଛି ‘ଏହା’ ବ୍ରାଣ୍ଡର ନୂଆ ପ୍ରଡକ୍ଟ ‘ଆପଲ୍ ଡ୍ରିଙ୍କ୍’। ରାଜ୍ୟର ଅଗ୍ରଣୀ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ‘ଆଗ୍ରି ଲିଙ୍କ୍ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଏହା ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱରରେ ନିକଟରେ ଆୟୋଜିତ ‘ଏହା’ ବ୍ରାଣ୍ଡର ଡିଲର…

ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ…

ଭୁବନେଶ୍ବର: ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜାମିନି ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଜାମିନି ବିହୀନ ଗିରଫ ପରୱାନା ଜାରି ହେବାର ୩୭ ବର୍ଷ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି ପାରିଛି। ସୂଚନାଯୋଗ୍ୟ ଯେ, ଜାମିନି ବିହୀନ ଗିରଫ ପରୱାନାର ୩୭ବର୍ଷ ପରେ ଜଣେ ଅଭିଯୁକ୍ତ ଗିରଫ…

ବିଧାନସଭା: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ବିଧାନସଭାରେ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଛନ୍ତି। ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଅପରାହ୍ନ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ଗୃହରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା। ତେବେ ଗୃହରେ ଉଭୟ ଶାସକ ଏବଂ…

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା କ୍ଷଣୀ ଆୟତ୍ତ କରାଯାଇଛି। କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନରୁ ଜଣାପଡ଼ିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି। ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ…

ସମ୍ ଅଲ୍ଟିମେଟ ମେଡ଼ିକେୟାରରେ…

ଭୁବନେଶ୍ୱର: ୱାନ୍ ଷ୍ଟପ୍‌, ମଲ୍ଟି ସୁପର ସ୍ପେଶିଆଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ଭାବେ ସମ୍‌ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ରେ ବିଭିନ୍ନ ରୋଗୀଙ୍କର ଦୀର୍ଘ ଦିନର ଜଟିଳ ପାଦ ରୋଗ ଏବଂ ଗୋଇଠିର ଯନ୍ତ୍ରଣା, ମଧୁମେହ ଜନିତ ପାଦ ଏବଂ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ନିମେନ୍ତ ଏକ ଡାଏଗ୍ନୋଷ୍ଟିକ୍…

ଜେଲ୍‌ ପରିଦର୍ଶନ କରିବାକୁ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଆଜି ଓଡ଼ିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ…

କୋଭିଡ କଟକଣା: ମାସ୍କ ନପିନ୍ଧିଲେ…

ଭୁବନେଶ୍ୱର: ପୁଣି କରୋନା କଟକଣାକୁ ବଢ଼ାଇ ଦିଆଯାଇଛି। ଏଣିକି ମାସ୍କ ନପିନ୍ଧିଲେ ବିମାନରୁ ବିଦା ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଠିକ୍ ଭାବେ ମାସ୍କ ପିନ୍ଧିବା ଓ ମାସ୍କ ନାକ ତଳକୁ ନଖସିବାକୁ ତାଗିଦ୍ କରାଯାଇଛି। ବିନା ମାସ୍କରେ ଯେମିତି କେହି ଏୟାରପୋର୍ଟ ନଯିବେ, ତାକୁ ଦେଖିବେ ସିଆଇଏସଏଫ।…