Odisha Link
Bridging the Missing Links in Odisha
Daily Archives

March 13, 2021

ଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ। ବଗି ନମ୍ୱର ସି-୪ରେ ନିଆଁ ଲାଗିଥିବା ସୂଚନା ରହିଛି। ସର୍ଟ ସର୍କିଟ୍ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଉତ୍ତରାଖଣ୍ଡ ଡିଜିପି ଏହି ସୂଚନା ଦେଇଛନ୍ତି। ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ…

ନରକଙ୍କାଳ ମିଳିବା ଘଟଣା: ନିଲମ୍ବିତ ହେଲେ…

ଭୁବନେଶ୍ବର: ଫାଣ୍ଡି ପରିସରରେ ଗାଡ଼ିରୁ ନରକଙ୍କାଳ ମିଳିବା ଘଟଣାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି। ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରେ ମହିଳା ମୃତ୍ୟୁବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣିନପାରି କର୍ତ୍ତବ୍ୟରେ ଅବହେଳା କରିଛନ୍ତି। ଏଣୁ…

ମହାରଥୀଙ୍କ ପରିବାରରୁ ଜଣଙ୍କୁ ଟିକେଟ…

ଭୁବନେଶ୍ୱର: ଆଗକୁ ପିପିଲି ଉପନିର୍ବାଚନ। ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇନଥିଲେ ହେଁ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା ଲାଗିରହିଛି। ଏହାରି ମଧ୍ୟରେ ଆଜି ପିପିଲି ଉପ-ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମହାରଥୀଙ୍କ ପରିବାରରୁ…

ସାଉଣ୍ଡିଙ୍ଗ୍‌ ରକେଟ୍‌ ‘ଆର୍‌ଏଚ୍‌-୫୬୦’…

ନୂଆଦିଲ୍ଲୀ: ସାଉଣ୍ଡିଙ୍ଗ୍‌ ରକେଟ୍‌ ‘ଆର୍‌ଏଚ୍‌-୫୬୦’ ଉତ୍‌କ୍ଷେପଣ କଲା ‘ଇସ୍ରୋ’। ‘ନ୍ୟୁଟ୍ରାଲ୍‌ ଓ୍ଵିଇଣ୍ଡ୍‌’ର ଆଚରଣଗତ ତାରତମ୍ୟ ଏବଂ ‘ପ୍ଲାଜ୍‌ମା ଡାଇନାମିକ୍ସ’ ସମ୍ବନ୍ଧରେ ଗବେଷଣା ନିମନ୍ତେ ଇସ୍ରୋ ‘ଆର୍‌ଏଚ୍‌-୫୬୦’ ଉତ୍‌କ୍ଷେପଣ କରାଯାଇଛି। ଶୁକ୍ରବାର ଦିନ ଶ୍ରୀହରିକୋଟା ରେଞ୍ଜ୍‌ସ୍ଥିତ ‘ସତୀଶ…

ରାଜ୍ୟରେ ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା…

ଭୁବନେଶ୍ବର: ବର୍ତ୍ତମାନ ଦେଶର ମୁଖ୍ୟ ସମସ୍ୟା ପାଲଟିଛି ବେକାରୀ ସମସ୍ୟା। ରାଜ୍ୟରେ ବେକାରୀ ସମସ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ବି.ଟେକ୍, ଏମ୍. ଟେକ୍‌ ଓ ଡିପ୍ଲୋମା କରି ମଧ୍ୟ ଯୁବଗୋଷ୍ଠୀ ଆତ୍ମନିଯୁକ୍ତିର ସୁଯୋଗ ପାଇ ପାରୁନାହାନ୍ତି। ଆଜି ବିଧାନସଭାରେ ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ…

ରାଉରକେଲାର ଜୀବନ ରେଖା ବ୍ରାହ୍ମଣୀ ପୋଲରୁ…

ରାଉରକେଲା: ବିପଦ ସଙ୍କୁଳ ଅବସ୍ଥାରେ ରାଉରକେଲାର ଜୀବନ ରେଖା ବ୍ରାହ୍ମଣୀ ପୋଲ। ବ୍ରାହ୍ମଣୀ ପୋଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୋଲରୁ ଅତଡ଼ା ଖସୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ପୋଲ ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯିବା ଆସିବା କରିଥାଏ। ଏପରିକି ବହୁ…

ବ୍ୟାଟିଂରେ ଫ୍ଲପ୍, ହେଲେ ଫିଲ୍ଡିଂରେ…

ଅହମ୍ମଦାବାଦ: ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପରି ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ମାତ୍‌ ଦେଇଛି ଇଂଲଣ୍ଡ। ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ ଦଳ। ଶ୍ରେୟସ୍‌ ଆୟରଙ୍କ ବିନା ଆଉ କୌଣସି ବ୍ୟାଟସମ୍ୟାନ୍‌ ଇଂଲଣ୍ଡ ବୋଲରଙ୍କ…

ଆଉ ଖୋଲିବନି ସ୍କୁଲ୍‌, ପ୍ରଥମରୁ ଅଷ୍ଟମ…

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏଥିସହ ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ବି ହେବନି ବୋଲି ମନ୍ତ୍ରୀ କହିଛନ୍ତି। ଗତବର୍ଷ ଭଳି ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ…

ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ଏକ…

ଭୁବନେଶ୍ୱର: ଆଜି ବିଧାନସଭା ଗୃହରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ହୋହାଲ୍ଲା, ହଟ୍ଟଗୋଳ କରିଛନ୍ତି। ଗତକାଲି ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଏହାକୁ ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି। ଏନେଇ ବିଜେଡି ସଦସ୍ୟ ତାଙ୍କୁ କ୍ଷମା ମାଗିବାକୁ ନେଇ…

ମନ୍ତ୍ରୀମାନେ କ୍ଷମା ନମାଗିଲେ ବିଧାନସଭା…

ଭୁବନେଶ୍ୱର: ବିଧାନସଭାରେ ମଣ୍ଡି ଝଡ଼ ସୃଷ୍ଟି ହୋଇଛି। ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀମାନେ ୱେଲ ଭିତରକୁ ଆସିବା ପ୍ରଥମ ଘଟଣା ବୋଲି ଗୃହ ବାହାରେ ତାରା ବାହିନୀପତି ନିଜ ପ୍ରତିକ୍ରିୟା ରଖି କହିଛନ୍ତି। ଏହି ଅବସରରେ ସେ…