Odisha Link
Bridging the Missing Links in Odisha
Daily Archives

March 18, 2021

ଏପ୍ରିଲ ୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବର: ଏପ୍ରିଲ ୩ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ। ଉତ୍କଳବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ ‌ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏସମ୍ପର୍କରେ…

ପିସିଆର୍‌ ଭ୍ୟାନ୍‌କୁ ଛଡ଼େଇ ନେଲେ…

ଭୁବନେଶ୍ବର: ମଝି ରାସ୍ତାରୁ ପିସିଆର୍‌ ଭ୍ୟାନ୍‌କୁ ଛଡ଼େଇ ନେଇଛନ୍ତି ଫାଇନାନ୍ସର କର୍ମଚାରୀ।  ଅଧାବାଟରେ ଜଗିଥିଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ। ଦୀର୍ଘ ଦିନ ଧରି ଇଏମ୍‌ଆଇ ଜମା ହେଉନଥିବାରୁ ଗାଡ଼ିକୁ ଜବତ କରିଛନ୍ତି। କାନମୁଣ୍ଡା ଆଉଁସି ପୁଲିସ ଅଧିକାରୀ ଗାଡ଼ିରୁ ଓହ୍ଲାଇଲେ। ଫାଇନାନ୍ସ ସଂସ୍ଥା ଗାଡ଼ି…

ପୁଣି ଥାନାରେ ଅଭିଯୋଗ କଲେ ବର୍ଷା

କଟକ: ଦୀର୍ଘ ଦିନର ନିରବତା ପରେ ପୁଣି ବର୍ଷା- ଅନୁଭବ ବିବାଦ ସାମ୍ନାକୁ ଆସିଛି। ପୁରୀଘାଟ ଥାନାରେ ଏତଲା କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଘରେ ହଇରାଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା। ସେ ରହୁଥିବା ଘରେ ବିଜୁଳି କାଟି ଦିଆଯାଉଛି। ଏସି ସଂଯୋଗ ବି କାଟି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି…