Odisha Link
Bridging the Missing Links in Odisha
Daily Archives

March 25, 2021

ସୋଆ: ଉଦ୍‌ଯାପିତ ହେଲା ଏନ୍‌ସିସି ଶିବିର

ଭୁବନେଶ୍ୱର: ଏକ ସପ୍ତାହବ୍ୟାପୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଠାରେ ଚାଲିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବାର୍ଷିକ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ବି ଏବଂ ସି ସାର୍ଟିଫିକେଟ୍…

ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ମୃତ

ଯାଜପୁର: ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ନିକଟରେ ୨ ଭାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଏହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଶୋକର ଲହରି ଖେଳିଯାଇଛି। ଦୁଇ ମୃତକ ହେଉଛନ୍ତି ଚିନ୍ତାପଲ୍ଲୀ ଗାଁର…

ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର: ଚାଷୀ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ କରିଛି। ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ ଥିବା ଦର୍ଶାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚାଷୀଙ୍କ ସମସ୍ୟାକୁ ନେଇ ଉଭୟ ଚାଷୀ ଓ ଶ୍ରମିକ…

ସରକାରଙ୍କ ଏସଓପିକୁ କଡ଼ାକଡ଼ି ପାଳନ…

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ବାରେ ଲାଗିଛି କରୋନା ସଂକ୍ରମଣ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବାହାରିଲାଣି। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି। ସେପଟେ କେନ୍ଦ୍ରୀୟ ବିଦ୍ୟାଳୟରେ…

କଟକର ସୁପର ମାର୍କେଟ ସିଲ୍

କଟକ: ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନକ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଥିବାବେଳେ ନିୟମ ଉଲ୍ଲଂଘନ କରୁଛନ୍ତି ସାଧାରଣ ଲୋକେ। କଟକ ସୁପର ମାର୍କେଟରେ କୋଭିଡ କଟକଣାକୁ ସାଧାରଣ ଲୋକେ ଅବମାମନନା କରୁଥିବା ଦର୍ଶାଇ ମାର୍କେଟ ସିଲ କରିଛି ସିଏମସି। ହିନ୍ଦ ସିନେମା ହଲ ସୁପର ମାର୍କେଟକୁ…

ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ…

ଭୁବନେଶ୍ୱର: ବିଧାନସଭା ଘେରାଉ ସମୟରେ ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବେକାରୀ ସମସ୍ୟା ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଆକ୍ରୋଶ ସମାବେଶ କରାଯାଇଥିଲା । ଏନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସମାବେଶରେ ଯୁବ କଂଗ୍ରେସ ଜାତୀୟ ସଭାପତି ବିଭି ଶ୍ରୀନିବାସ ସାମିଲ ହୋଇ ରାଜ୍ୟ…

ବିଦେଶୀ ଜେଲ୍‌ରେ ଅଛନ୍ତି ପ୍ରାୟ ୮୦୦୦…

ନୂଆଦିଲ୍ଲୀ: ଭାରତର ପ୍ରାୟ ୮୦୦୦ ଭାରତୀୟ କଏଦୀ ୮୨ଟି ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ଏହା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଂସଦକୁ ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ୪୦୫୮ଜଣ କଏଦୀ ୬ଟି ଉପସାଗରୀୟ ଦେଶ ଏବଂ ଇରାନ୍‌ରେ ଅଛନ୍ତି । କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଭାରତୀୟମାନେ ପାରମ୍ପରିକ…

ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଳୀ: କୃଷି ଆନ୍ଦୋଳନକୁ ଆସନ୍ତାକାଲି ୪ ମାସ ପୂରିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିଷାନ ମୋର୍ଚ୍ଚା ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ ।…

କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର: କମିଲା ପେଟ୍ରୋଲ ଓ ଡିଜେଲ ଦର। ୨୪ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘଟିଛି। ଫଳରେ ବିଭିନ୍ନ ରାଜ୍ୟରେ ତୈଳ ଦର କମିଛି। ଦିଲ୍ଲୀରେ ପେଟ୍ରୋଲରେ ୧୮ ପଇସା ଏବଂ ଡିଜେଲରେ ୧୭ ପଇସା ଦର ହ୍ରାସ ପାଇଛି। ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୧୯ ପଇସା ଲେଖାଏଁ ଦର କମିଛି। ଦିଲୀରେ…

ରାଜ୍ୟରେ କରୋନା ସ୍ଥିତି ନେଇ ଆଇଏଲଏସ୍…

ଭୁବନେଶ୍ୱର: ରାଜ୍ୟରେ ପୁଣି ହୁ ହୁ ହେଇ ବଢ଼ିଲାଣି କରୋନା ସଂକ୍ରମଣ ସଂଖ୍ୟା। ଆଜି ପୁଣି ରାଜ୍ୟରେ ୨୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣ ନେଇ ଆଇଏଲଏସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଡିସେମ୍ବର ମାସରେ ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲେ।…