Odisha Link
Bridging the Missing Links in Odisha
Daily Archives

March 28, 2021

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ,…

କାଶ୍ମୀର : ସୁରକ୍ଷାକର୍ମୀଙ୍କ ଜଣେ ଆତଙ୍କବାଦୀ ନିହତ ଓ ଜଣେ ଯବାନ୍ ସହିଦ ହୋଇଛନ୍ତି। ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ଆମେରିକା ହତିୟାର ଏମ-୪ କାର୍ବୋଇନ ରାଇଫଲ ଷ୍ଟିଲ୍ ବୁଲେଟ୍ ଜବତ ହୋଇଛି । ସୋପିଆର ବଙ୍ଗମ କ୍ଷେତ୍ରରେ ବିଳମ୍ୱିତ…

ମୋ ପୁଅ ବିପୁଳ ଭୋଟରେ ଜିତିବ: ପ୍ରତିଭା…

ଭୁବନେଶ୍ବର: ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ଶେଷରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ। ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ।…

ଆଜି ପବିତ୍ର ଦୋଳ ପୂର୍ଣ୍ଣମା, ସୁନା…

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସୁନାବେଶ। ରତ୍ନ ସିଂହାସନରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣିମା। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା…

ଭଦ୍ରକ: ଚାନ୍ଦବାଲି ବ୍ଲକ ହେଙ୍ଗୁପତି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି କୌଣସି କାରଣରୁ ମହାଳିକ ସାହିରେ ନିଆଁ ଲାଗିଯାଇଥିଲା। ଯାହାକି ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା। ନିଆଁ ଲିଭାଇବାକୁ ଗ୍ରାମବାସୀ ମାନେ ଉଦ୍ୟମ…

ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ୍‌ଙ୍କୁ କରୋନା।  ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ନିଜେ ୟୁସୁଫ ପଠାନ୍। ରିପୋର୍ଟ ପଜିଟିଭ୍ ଆସିବା ପରେ ପରେ ନିଜକୁ ଘରୋଇ ସଂଗରୋଧରେ ରଖିଛନ୍ତି ୟୁସୁଫ୍ ପଠାନ୍। ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ସଂଗରୋଧରେ ରହିବା…