Odisha Link
Bridging the Missing Links in Odisha
Daily Archives

April 1, 2021

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି,…

ପୁରୀ: ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି, ଚୋରି ଘଟଣା ସମ୍ପର୍କରେ ଶୁଣି ମୁଁ ଆଶ୍ଚର୍ଯ୍ୟ। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ। ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ…

ଏହି ଦେଶରେ ଲାଗୁ ହେଲା ତୃତୀୟ…

ପ୍ୟାରିସ୍‌: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦିନକୁ ଦିନ କରୋନା ସଂକ୍ରମଣ ହାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ବୁଧବାର ଦିନ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମାନୁଏଲ୍‌ ମ୍ୟାକ୍ରୋନ୍‌ ଦେଶରେ ତୃତୀୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିସହ ୩ ସପ୍ତାହ ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିବ…

ମିଳିଲା ଆଶ୍ବସ୍ତି, କମିବନି ସୁଧହାର

ନୂଆଦିଲ୍ଲୀ: ୨୪ ଘଣ୍ଟା ନପୂରୁଣୁ ନିଷ୍ପତ୍ତି ବଦଳାଇଲେ କେନ୍ଦ୍ର ସରକାର। ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସୁଧ ହାର ନିଷ୍ପତ୍ତି ଲାଗୁ କରିିଥିଲେ ସରକାର। ଯେଉଁଥିରେ PPF ଓ ଅନ୍ୟ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ହ୍ରାସ କରାଯାଇଥିଲା। ହେଲେ ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ PPF ଉପରେ ସୁଧହାର ପୂର୍ବଭଳି…

ପିପିଲି ଉପନିର୍ବାଚନ: ଜମୁଛି ପ୍ରଚାର, ୩…

ପୁରୀ: ରଜାନୀତିର ରଙ୍ଗରେ ରଙ୍ଗେଇ ହେଲାଣି ପିପିଲି। ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରି ପ୍ରାର୍ଥୀ ମାନେ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ ୩ ଜଣଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ଅବଜରଭର ଅଫିସର…

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୩୯୪…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବୁଧବାର ରାଜ୍ୟରେ ୨୯୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା ୩୯୪ରେ ପହଁଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା…

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ଼ ପୁରସ୍କାର। ୫୧ ତମ ଦାଦା ସାହେବ ଫାଲକୋ ପୁରସ୍କାର ପାଇବେ ରଜନୀକାନ୍ତ। ଏସମ୍ପର୍କରେ ଗୁରୁବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର। ପ୍ରକାଶ ଜାଭେଦକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,…

ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଏପ୍ରିଲ ୧ ତାରିଖ ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ଓ ଖାସ୍‌ ଦିନ। କାରଣ ଆଜିର ଦିନ ୧୯୩୬ ମସିହାରେ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା ଓଡ଼ିଶା। ଏପରିକି ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶାରେ ଭାରତର ପ୍ରଥମ ରାଜ୍ୟ। ଏଥିପାଇଁ କରୋନା କଟକଣା ମଧ୍ୟରେ ସାରା ଓଡ଼ିଶା ପାଳନ କରୁଛି…

ଉତ୍କଳ ଦିବସକୁ ନେଇ ରାଜ୍ୟ ଓ କେନ୍ଦ୍ର…

ଭୁବନେଶ୍ବର: ଉତ୍କଳ ଦିବସକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭାଜିତ ହୋଇଯାଇଛନ୍ତି। ଏହି ଦିବସକୁ ରାଜ୍ୟ ଓ କେନ୍ଦ୍ର ଭିନ୍ନ ଭିନ୍ନ ନାମରେ ପାଳନ କରୁଥିବା ବେଳେ କିଏ ଠିକ ଓ କିଏ ଭୁଲ ଏବେ ଏ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏପ୍ରିଲ ୧ ତାରିଖ, ଏହିଦିନ ଓଡ଼ିଶାର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା…

ସ୍ବତନ୍ତ୍ର ଓଡ଼ିଶାକୁ ପୂରିଲା ୮୫ ବର୍ଷ

ଭୁବନେଶ୍ବର: ଏପ୍ରିଲ ୧ ତାରିଖ ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ଓ ଖାସ୍‌ ଦିନ। କାରଣ ଆଜିର ଦିନ ୧୯୩୬ ମସିହାରେ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା ଓଡ଼ିଶା। ଏପରିକି ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶାରେ ଭାରତର ପ୍ରଥମ ରାଜ୍ୟ। ଏଥିପାଇଁ କରୋନା କଟକଣା ମଧ୍ୟରେ ସାରା ଓଡ଼ିଶା ପାଳନ କରୁଛି…

ତିନି ମାସ ପ୍ରଚଣ୍ଡ ତାତିରେ ସିଝିବ ଓଡ଼ିଶା

ଭୁବନେଶ୍ବର: ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ ଏବର୍ଷ ଓଡ଼ିଶା ସିଝିବ। ଏପ୍ରିଲ, ମେ' ଓ ଜୁନ୍‌ ମାସ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କରିଛି ଏଭଳି କିଛି ପୂର୍ବାନୁମାନ। ଯାହା ସମସ୍ତଙ୍କ ନିଦ ହଜେଇ ଦେବା ଭଳି। ତିନି ମାସ ପାଇଁ କରାଯାଇଥିବା ଏହି ଆକଳନରୁ ଜଣାପଡ଼ୁଛି ଯେ, ଏ ବର୍ଷ ସାଧାରଣ…