Odisha Link
Bridging the Missing Links in Odisha
Daily Archives

April 7, 2021

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ଉତ୍କଳ…

ଚଣ୍ଡୀଖୋଲ: ଉତ୍କଳ ବିଶ୍ଵବିଦ୍ୟାଳୟ ନୂତନ ପରିସର (ଗ୍ରାମୀଣ) ଶାଖା ର ସାମାଜିକ କାର୍ଯ୍ୟ ବିଭାଗ ଓ ଜନ ସ୍ଵାସ୍ଥ୍ୟ ବିଭାଗ ର ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ଏନ୍.ସି.ସି ୟୁନିଟ୍ ର ସାହାୟତରେ ବାବା ଭୈରବାନନ୍ଦ ସ୍ଵୋୟଂଶାସିତ ମହାବିଦ୍ୟାଳୟ, ଚଣ୍ଡୀଖୋଲ ପରିସର ରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଆୟୋଜିତ…

ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼,…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଜି ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ ଓ ଡିଗ୍ରି କଲେଜଗୁଡ଼ିକରେ ଏହା ପାଳନ କରାଯିବ।…

ପରୀକ୍ଷାକୁ ଭୟ କରିବା ଉଚିତ୍ ନୁହେଁ:…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଭୟକୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି। ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ପିଲାମାନେ ପରୀକ୍ଷାକୁ ଭୟ କରିବା ଉଚିତ୍ ନୁହେଁ। ଛାତ୍ରମାନଙ୍କୁ…

ପୋଲିସ ଏସକର୍ଟରେ ବିପୁଳ କଳା ଟଙ୍କା…

ଭୁବନେଶ୍ୱର: ନିର୍ବାଚନରେ ବିଜେଡି ବିପୁଳ ଅର୍ଥ ଖର୍ଚ୍ଚ କରି ଭୋଟ ହାତେଇବାର ଏକ ଉଦାହରଣ ଆଜି ସମସ୍ତଙ୍କୁ ଆଚମ୍ବିତ କରିବା ସହ ତାଙ୍କର ମିଛ ବାହାଷ୍ପୋଟ ଆଜି ୪.୫ କୋଟି ଓଡିଆଙ୍କ ସମ୍ମୁଖରେ ପଦାରେ ପଡ଼ିଛି। ସରକାରୀ କଳ ଓ ପୋଲିସ ପ୍ରଶାସନକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ତାଙ୍କ ଅଭ୍ୟାସରେ ପରିଣତ…

କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି,…

ଭୁବନେଶ୍ୱର: ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଛି । କାଲି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଥିବାରୁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ…

ପିପିଲି ଉପ-ନିର୍ବାଚନ: ମୁତୟନ ହେବେ ୩…

ପିପିଲି: ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ଏନେଇ ଅତିରିକ୍ତ ପୁଲିସ ମହାନିର୍ଦେଶକ ଯଶୋବନ୍ତ ଜେଠୱା ପିପିଲି ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ସେଠାକାର ଆଇନ୍‍, ଶୃଙ୍ଖଳା ପରିସ୍ଥିତି…

ଚିକିତ୍ସା ସେବାରେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ମନ୍ଦିର ନିକଟରେ ଏକ ପ୍ରାଥମିକ ସହାୟତା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ପ୍ରାଥମିକ ସହାୟତା କେନ୍ଦ୍ର ପର୍ଯ୍ୟଟକ,ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବ। ଏହା ବ୍ୟତୀତ…

କରୋନା: ନବମ ଓ ଏକାଦଶ କ୍ଲାସ୍ ବନ୍ଦ

ଭୁବନେଶ୍ଵର: ପୁଣି ରାଜ୍ୟରେ କାୟା ବିସ୍ତାର କରିଛି କରୋନା। ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖାକୁ ଦୃଷ୍ଟିରେ ରଖି ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ୍ ବନ୍ଦ ଘୋଷଣା କରାଯାଇଛି। ସରକାରୀ, ଅନୁଦାନପ୍ରାପ୍ତ ଏବଂ…

କରୋନା: ରାଜଧାନୀରେ ୧୦୩ ପଜିଟିଭ୍‌…

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନା ସଂକ୍ରମିଣ ଚିନ୍ତା ବଢ଼ାଇଛି। ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ଅଞ୍ଚଳରୁ ଅର୍ଥାତ୍‌ ଲୋକାଲ କେସ ବୋଲି…

କରୋନା: ରାୟପୁରକୁ ଲକଡାଉନ୍ ଘୋଷଣା କଲେ…

ରାୟପୁର: ଛତିଶଗଡ଼ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସବୁଠାରୁ ବଡ଼ ସହର କୁହାଯାଉଥିବା ରାୟପୁରରେ ୧୦ ଦିନିଆ ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସୂଚନା ଅନୁସାରେ, ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌…