Odisha Link
Bridging the Missing Links in Odisha
Daily Archives

April 17, 2021

କରୋନା: ରେଳଯାତ୍ରୀଙ୍କ ପାଇଁ ଲାଗିଲା…

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିଛି ରେଳ ବିଭାଗ। ରେଳରେ ଯାତ୍ରା କରିବା ସମୟରେ କିମ୍ବା ପ୍ଲାଟଫର୍ମ ଭିତରକୁ ବିନା ମାସ୍କରେ ଗଲେ ତେବେ ଆପଣଙ୍କୁ ୫ ଶହ ଟଙ୍କା ଜରିମାନା ଦେବାକୁ ହେବ। ସେପଟେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ରେଳ ଚଳାଚଳକୁ ନେଇ…

ନାଇଟ କର୍ଫ୍ୟୁ ଓ ୧୪୪ ବେଳେ କେଉଁମାନଙ୍କୁ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।…

ସୋନୁ ସୁଦ୍‌ଙ୍କୁ କରୋନା

ମୁମ୍ବାଇ: କରୋନା କବଳରେ ବଲିଉଡ। ଦିନକୁ ଦିନ ମହାମାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି ଗୋଟିଏ ପରେ ଗୋଟିଏ ବଲିଉଡ କଳାକାର। ଏହାରି ମଧ୍ୟରେ ବଲିଉଡ କଳାକାର ତଥା ରିଅଲ ଲାଇଫ୍‌ ହିରୋ ସୋନୁ ସୁଦ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୋନୁ ସୁଦ୍‌ ନିଜେ ଟୁଇଟ କରି କରୋନା ପଜିଟିଭ ହୋଇଥିବା ନେଇ ସୂଚନା…

ଟ୍ବିନ୍ ସିଟିରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…

ଶାଳୀକୁ ବିବାହ ପାଇଁ ଭିଣୋଇର ଜିଦ୍,…

ବୌଦ୍ଧ: ଶାଳୀକୁ ବିବାହ ପାଇଁ ଭିଣୋଇର ଜିଦ୍। ଆତ୍ମସମ୍ମାନ ଓ ଲୋକଲଜ୍ଜାରେ ବିଷ ପିଇଲା ଶାଳୀ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ପଞ୍ଚାୟତ ଚୌରିଆପଦର ଗାଁରେ। ବିବାହର ୪ ବର୍ଷ ପରେ ଅଧିକ ଯୌତୁକ ଦାବିରେ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ…

ସୁସ୍ଥ ପରେ ରିମାଣ୍ଡରେ ଯିବ ହାଇଦର:…

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। ୭ ଦିନିଆ ରିମାଣ୍ଡରେ ଯିବା ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛି ହାଇଦର। କରୋନାରୁ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି କଟକ ଡିସିପି କହିଛନ୍ତି। କଟକ ଡିସିପି କହିଛନ୍ତି ଯେ, ବର୍ତ୍ତମାନ ହାଇଦର ଚୌଦ୍ୱାର ଜେଲ ଆଇସୋଲେସନ…

କ୍ରିଜରେ ୪୦ ମିନିଟ୍‌ ବିତାଇଲେ, ତଥାପି…

ନୂଆଦିଲ୍ଲୀ: ଭାରତରେ ଚାଲିଛି ଫଟାଫଟ କ୍ରିକେଟ ଲିଗ୍‌ ଆଇପିଏଲ ୨୦୨୧। ଟିମ୍‌ ଇଣ୍ଡିଆ ସମତେ ସାରା ବିଶ୍ବର ଷ୍ଟାର ଖେଳାଳି ଆଇପିଏଲ ଖେଳିବାରେ ବ୍ୟସ୍ତ। ହେଲେ ଇଂଲଣ୍ଡ ମାଟିରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଖେଳିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡ ମାଟିରେ…

ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ନାଇଟ କର୍ଫ୍ୟୁ ନେଇ ଶ୍ରୀମନ୍ଦିର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ…

ଜଗତସିଂହପୁର ବଜାରରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ଆଜିଠୁ ସାରା ଓଡ଼ିଶାରେ ନାଇଟ କର୍ଫ୍ୟୁ ଲାଗୁ। ଜଗତସିଂହପୁର ଜିଲ୍ଲାର ବଜାର ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଲାଗୁ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁର ଓ ପାରାଦୀପ ପୌରପାଳିକା ସହ ଅନ୍ୟ ବଜାର ପାଇଁ ଏହି…

ଧର୍ମକୁ ବଳିଲା ମାନବିକତା: ରୋଜା ଭାଙ୍ଗି…

ରାଜସ୍ଥାନ: ଧର୍ମକୁ ବଳିଲା ମାନବିକତା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜସ୍ଥାନ ଉଦୟପୁରରୁ ଜଣେ ଯୁବକ। ସ୍ବାର୍ଥପର ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। କରୋନା କାଳରେ ଜୀବନ ମୃତ୍ୟୁ ସହ ଲୋକମାନେ ସଙ୍ଘର୍ଷ କରୁଥିବା ବେଳେ ମଣିଷ…