Odisha Link
Bridging the Missing Links in Odisha
Daily Archives

April 19, 2021

ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ। ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ…

ବଢ଼ୁଛି ସଂକ୍ରମଣ: ଶ୍ରୀମନ୍ଦିର ପ୍ରବେଶ…

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ। ଏସବୁ ମଧ୍ୟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଜିଠାରୁ ଲାଗୁ ହୋଇଛି ନୂଆ କଟକଣା। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍। ନୂଆ କଟକଣା ଅନୁଯାୟୀ,…

କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ବରଣ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ…

ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୪ ହଜାର…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି ମହମାରୀ କରୋନା। ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୭୪ ଜଣ କ୍ବାରାଣ୍ଟିନ୍ରେ ରହିଥିବା ବେଳେ ୧୮୭୧ଜଣ ସ୍ଥାନୀୟ ବାସିନ୍ଦା…

ହାଇଦର୍‌ ଜାଲରେ ୩ ଯୁବତୀ!

କଟକ: କଟକ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧୀନ ଥାଇ ଫେରାର୍‌ ହୋଇଥିବା ଓ ହାଇଦ୍ରାବାଦରୁ ଧରା ପଡ଼ିଥିବା ଗ୍ୟାଙ୍ଗ୍‌ଷ୍ଟର ହାଇଦରର ତରୁଣୀ ପ୍ରେମ ସାମନାକୁ ଆସିଛି। ସମ୍ବଲପୁର ଜେଲ୍‌ରେ ଥିବା ସମୟରୁ ହାଇଦର ୩ ଜଣ ତରୁଣୀଙ୍କ ସହ ସମ୍ପର୍କ ବଢ଼ାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଗିରଫ କରିଥିବା…

ହାଇଦର ଗ୍ୟାଙ୍ଗ୍‌ରେ ଅର୍ଚ୍ଚନା ପରିଡ଼ା

ଭୁବନେଶ୍ବର: ହାଇଦରକୁ ଡାକ୍ତରଖାନାରୁ ଖସିବାରେ ସହଯୋଗ କରିଥିବା ତିନିଜଣ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ବର୍ଷୀୟ ଅର୍ଚ୍ଚନା ପରିଡ଼ା। ହାଇଦର୍‌ ତାକୁ ଶ୍ରଦ୍ଧାରେ ଡାକୁଥିଲା‌ ଗେହ୍ଲି। ଗେହ୍ଲିର ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ମୁସାଦପୁର ଗାଁରେ। ଫେରାର୍‌ ହେବା ପରେ…