Odisha Link
Bridging the Missing Links in Odisha
Daily Archives

April 19, 2021

ଔଷଧ କଳାବଜାରୀ ରୋକିବ ଫ୍ଲାଇଂ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀର କଳାବଜାରୀ ରୋକିବା ଉପରେ ତୀକ୍ଷଣ ନଜର ରଖିବ ପୁଲିସ। ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କଳାବଜାରୀ ରୋକିବାକୁ କମିଟି ଗଠନ କରାଯାଇଛି। କଟକ ଓ ଭୁବନେଶ୍ୱର ପାଇଁ ୭ ଫ୍ଲାଇଂ ସ୍କ୍ୱାଡ୍ ଗଠନ…

କରୋନା ମୁକାବିଲା: ଅପରାହ୍ନରେ ଡାକ୍ତରଙ୍କ…

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାର ନିରାକରଣ ପାଇଁ ଆଜି ଦେଶର ଅଗ୍ରଣୀ ଡାକ୍ତରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବେ। ଆଜି ଅପରାହ୍ନ ୪.୩୦ରେ ମୋଦି ଡାକ୍ତରଙ୍କ ସହ କଥା…

ବାଜିଲାନି ସାହାନାଇ ଉଠିଲା କୋକେଇ:…

ନବରଙ୍ଗପୁର: ଆଉ ମାତ୍ର ୧୦ ଦିନ ପରେ ହୋଇଥାନ୍ତା ବାହଘର। ବାହଘର ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ବିବାହର ୧୦ ଦିନ ପୂର୍ବରୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ନିଜ ମନର ମଣିଷ ସହ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଯୁବତୀ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ମୁର୍ତ୍ତୁମା ଗ୍ରାମରେ…

କ୍ଷୁଦ୍ର ରାମ ମନ୍ଦିର ନିର୍ମାଣ କରି…

ବ୍ରହ୍ମପୁର: କ୍ଷୁଦ୍ର ରାମ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁରର କାଷ୍ଟଶିଳ୍ପୀ ଦିଲ୍ଲୀପ ମହାରଣା। ଅଯୋଧ୍ୟାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିରର ନିର୍ମାଣ ପଛରେ ହିନ୍ଦୁ ମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ଦିଲୀପ କାଠରେ କ୍ଷୁଦ୍ର ରାମ ମନ୍ଦିରର ମଡେଲ ତିଆରି କରିଛନ୍ତି। ରାମ…

ଟିକା ନେଲେ ବି କରୋନା ହେବ: ଓଡ଼ିଶା ସରକାର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ କଟକଣା ଲାଗୁ କରିଛନ୍ତି। ଅପରପକ୍ଷେ କରୋନାକୁ ମାତ୍‌ ଦେବା ପାଇଁ ଟିକା ପ୍ରଦାନ କରାଯାଉଛି। ଏସବୁ ମଧ୍ୟରେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା…

ରାଜଧାନୀରେ ୬ ଦିନ ଲକ୍‌ଡାଉନ୍‌, ଘୋଷଣା…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନେଇଛନ୍ତି ବଡ଼ ପଦକ୍ଷେପ। ଦିଲ୍ଲୀରେ ଏକ ସପ୍ତାହର ଲକ୍‌ଡାଉନ୍ ଲଗାଇଛନ୍ତି ସରକାର। ଆଜି…

Viral Video: ମାସ୍କ ପାଇଁ ପୁଲିସ…

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି ସଂକ୍ରମଣ। ବିଶେଷକରି ଦେଶର ପ୍ରମୁଖ ସହର ଗୁଡ଼ିକରେ କରୋନା ଗ୍ରାଫ୍‌ ଉପର ମୁହାଁ ହେବାରେ ଲାଗିଛି। ଏସବୁ ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନା ନିୟମ ପ୍ରତି ସଚେତନ ନାହାଁନ୍ତି ସାଧାରଣ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି । ଶ୍ରୀ ନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, କୋଭିଡ ପରୀକ୍ଷା କରିବା ପରେ ମୋ…

ପିପିଲି ପାଇଁ ସାନି ବିଜ୍ଞପ୍ତି ପ୍ରକାଶ,…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ। ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଏଥିପାଇଁ ଏପ୍ରିଲ ୨୬ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ। ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ…

୨ ଜଣ ଛାତ୍ରଙ୍କ ଗଳାକାଟି ହତ୍ୟା କଲେ…

ସୁକମା: ଛତିଶଗଡ଼ ସୁକୁମା ଅଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ। ୨ ଜଣ ଛାତ୍ରଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ। ଏଥିସହ ମୃତଦେହ ନିକଟରେ ଏକ ପୋଷ୍ଟର ଛାଡି ଚାଲି ଯାଇଛନ୍ତି ମାଓବାଦୀ। ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ। ପୁଲିସ୍‌ ଇନଫର୍ମର ସନ୍ଦେହରେ ମିଲପାଲି ଜଙ୍ଗଲରେ ବୀଭତ୍ସ ଭାବେ…