Odisha Link
Bridging the Missing Links in Odisha
Daily Archives

April 19, 2021

ମେ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଏହାରି ମଧ୍ୟ ଟୀକାକରଣ ଜାରି ରହିଥିବା ବେଳେ ମେ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାକରଣ କରାଯିବ। ଏନେଇ ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କରୋନାର ଦ୍ୱିତୀୟ ଲହରରରେ ଯୁବ ଗୋଷ୍ଠୀକୁ ବେଶି…

ରାଜ୍ୟରେ ସପ୍ତାହାନ୍ତ ସଟଡାଉନ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଗୁରୁତ୍ୱପୁର୍ଣ୍ଣ ସୂଚନା। ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍ ରହିବ। ୨୩ ତାରିଖ ସଂଧ୍ୟା ଠାରୁ ଏହା ଆରମ୍ଭ ହେବ। ସଟଡାଉନ…

ମନମୋହନ ସିଂଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କରୋନା। କରୋନାରେ ସଂକ୍ରମିତ ହେବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମନମୋହନ ସିଂ। ଗତକାଲି କୋଭିଡ୍ ମୁକାବିଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ।…

ରୁକୁଣା ରଥଯାତ୍ରା ପାଇଁ ୧୪୪ ଧାରା

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ କୌଣସି ଭକ୍ତ ଯୋଗ ଦେଇପାରିବେ ନାହିଁ। କେବଳ ମାତ୍ର ସେବାୟତ ମାନଙ୍କ ଉପସ୍ଥିିତିରେ ରୁକୁଣା ରଥଯାତ୍ରା ଆୟୋଜନ ହେବ। ଆସନ୍ତାକାଲି…

ଭୁବନେଶ୍ବରରୁ ୪୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଅଣାୟତ୍ତ‌ ହେଲାଣି କରୋନା। ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୪୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…

ଉଦାହରଣ ସୃଷ୍ଟି କଲେ ନବୀନ ପଟ୍ଟନାୟକ,…

ଭୁବନେଶ୍ବର: ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ରାଜନୈତିକ ପ୍ରଚାର ସଭାରେ ହଜାର ହଜାର ଜନସମାଗମ ମହାମାରୀ ଭୟକୁ ବହୁଗୁଣିତ କରିଛି। ଏଭଳି ପରିସ୍ଥିତିରେ ରାଜନୀତି ଅପେକ୍ଷା ଜନତାଙ୍କ ଜୀବନକୁ ଅଗ୍ରାଧିକାର ଦେଇ…

ଲକ୍‌ଡାଉନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଉତ୍ତରପ୍ରଦେଶ: ଲକ୍‌ଡାଉନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଉତ୍ତରପ୍ରଦେଶର ୫ ସହରରେ ଲକ୍‌ଡାଉନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ ଲାଗୁ କରିବା ପାଇଁ ଆଲ୍ଲାଦାବ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ଗୋରଖପୁର, ପ୍ରୟାଗରାଜ ବାରଣାସୀ…

ଆଜି ସଂଧ୍ୟା ୭ଟାରେ ଏସଆରସିଙ୍କ…

ଭୁବନେଶ୍ୱର: ଆଜି ସଂଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା। କରୋନା ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ। ରାଜ୍ୟରେ ଦିନକୁ ଦିନ କରୋନା କାୟା ବଢ଼ୁଥିବା ବେଳେ ଏସିଆରସିଙ୍କ ଘୋଷଣାକୁ ନେଇ ସମସ୍ତଙ୍କର ନଜର ରହିଛି। ଏହାରି…

ପିପିଲି ଉପନିର୍ବାଚନ: ନିର୍ବାଚନୀ ରାଲି…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୧୩ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ନେଇ ଶାସକ ବିଜେଡି ଦଳ ପକ୍ଷରୁ ଏକ ବଡ…

କାଳବୈଶାଖୀ ଆଶଙ୍କା, ୧୬ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟର ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ପ୍ରାୟ ୧୬ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି। ଏନେଇ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା…