Odisha Link
Bridging the Missing Links in Odisha

ଲକ୍‌ଡାଉନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଉତ୍ତରପ୍ରଦେଶ: ଲକ୍‌ଡାଉନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଉତ୍ତରପ୍ରଦେଶର ୫ ସହରରେ ଲକ୍‌ଡାଉନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ ଲାଗୁ କରିବା ପାଇଁ ଆଲ୍ଲାଦାବ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ଗୋରଖପୁର, ପ୍ରୟାଗରାଜ ବାରଣାସୀ ସହରକୁ ଲକ୍‌ଡାଉନ କରିବା ପାଇଁ ଆଲ୍ଲାଦାବ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦ୍ରୁତ ଗତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଲ୍ଲାଦାବ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.