Odisha Link
Bridging the Missing Links in Odisha
Daily Archives

April 22, 2021

କୋଭିଡ୍ କେୟାର ସେଣ୍ଟରକୁ ମିଳିବନି ଟିକା,…

ଭୁବନେଶ୍ଵର: ରାଜ୍ୟରେ ପୁଣି ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ। ଏହାରି ଭିତରେ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୧ରୁ ଘରୋଇ ହସ୍ପିଟାଲରେ ବନ୍ଦ ହେବ ୨୫୦ ଟଙ୍କିଆ ଟିକା। ଏବେ କେବଳ ୨୫୦ ଟଙ୍କିଆ ଟିକା ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ…

ରାଜଧାନୀରେ ହେବ ରିଙ୍ଗ୍‌ ରୋଡ୍, ଅନୁମତି…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ତିଆରି ହେବ ରିଙ୍ଗ୍‌ ରୋଡ୍‌। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ୬ ଲେନ୍ ବିଶିଷ୍ଟ ଏହି ରିଂ ରୋଡ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧା-ଭୁବନେଶ୍ବର- ଆଠଗଡ଼-କଟକ-ଚୌଦ୍ବାରକୁ ଏହି ରିଂ ରୋଡ୍ ସଂଯୋଗ…

ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନିଆ…

ଭୁବନେଶ୍ବର: ଓଡ଼ିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କୋଭିଡର ଟ୍ରିପଲ ମ୍ୟୁଟାଣ୍ଟ ଦେଖାଯିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆସନ୍ତାକାଲିଠୁ କୌଣସି ଲୋକ ପଶ୍ଚିମବଙ୍ଗରୁ ଓଡିଶା ଆସିଲେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ନିୟମ ଜାରି କରିଛନ୍ତି ରାଜ୍ୟ ସରକାର।…

କରୋନା ଦ୍ବିତୀୟ ଲହର: ପଶ୍ଚିମବଙ୍ଗରୁ…

ଭୁବନେଶ୍ବର: ଦେଶରୁ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ମହାରାଷ୍ଟ୍ରରେ ଡବଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ । ଏହାକୁ ବେଙ୍ଗଲ ଷ୍ଟ୍ରେନ୍ ମଧ୍ୟ କୁହାଯାଉଛି। ଡବଲ୍ ମ୍ୟୁଟାଣ୍ଟ…

କରୋନା: ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୯୦…

ଭୁବନେଶ୍ବର: ରାଜ୍ୟରେ ଦୃତ ଗତିରେ ବଢ଼ୁଛି କରେନା ସଂକ୍ରମଣ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ବରରେ ଏପର୍ଯ୍ୟନ୍ତ ୩୭ ହଜାର ୭୯୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ସୂଚନାଯୋଗ୍ୟ ଭୁବନେଶ୍ବରରେ ଗତକାଲି ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।…

ରାଜଧାନୀରେ ସ୍ଥାନାନ୍ତରିତ ହେବ ହାଟ

ଭୁବନେଶ୍ୱର: ରାଜ୍ୟରେ ଦୃତ ଗତିରେ ବଢ଼ୁଛି କରୋନା ସଂକ୍ରମଣ। ରାଜ୍ୟରେ ମଧ୍ୟ ଦିନକରେ ୬୦୦୦ରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସୁଛି। କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ…

କରୋନା: ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବ…

ଭୁବନେଶ୍ୱର: ଦେଶରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। ରାଜଧାନୀ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍‌ ଶଙ୍କଟ ଦୂର କରିବ ଓଡ଼ିଶା। ସେଥିପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆର୍‌ଏସ୍‌ପି) ଓ କଳିଙ୍ଗ ନଗର ଟାଟା ଷ୍ଟିଲ୍‌ ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବେ। ଆରଏସପି ଦୈନିକ ୪୦ ମେଟ୍ରିକ ଟନ୍ ଓ ଟାଟା…

ବେଙ୍ଗଲ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ

କଲିକତା: ଦେଶରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଜି ବେଙ୍ଗଲରେ ସମସ୍ତ ନିର୍ବାଚନ ରାଲି ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା…

ଅକ୍ସିଜେନ ଗାଡ଼ିକୁ ନିର୍ବିଘ୍ନରେ ଛାଡ଼:…

ନୂଆଦିଲ୍ଲୀ:  ଦେଶରେ ପୁଣି ବଢ଼ୁଛି କରେନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ କାଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଅକ୍ସିଜେନ ଗାଡ଼ି ଯାଆସ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଡ଼ା ନିର୍ଦ୍ଦେଶ ଦେଇଛି। ଅକ୍ସିଜେନ ଗାଡ଼ି ଯେମିତି ନିର୍ବିଘ୍ନରେ ଯାଆସ କରିବ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ…

କାହାଣୀ ନକଲ, ପୋଷ୍ଟର ବି ନକଲ!

ଭୁବନେଶ୍ବର: ଜି-ସାର୍ଥକ୍‌ ଫିଲ୍ମ ପକ୍ଷରୁ 'ମୋନାଲିସା' ନାମରେ ଏକ ଓଡ଼ିଆ ସିନେମା ପ୍ରସ୍ତୁତ ହୋଇଥିବା ବେଳେ ଏହା ଏକ ପ୍ରସିଦ୍ଧ ମଲାୟଲମ ସିନେମାର ନକଲ ବୋଲି ଚର୍ଚ୍ଚା ହେଉଛି। ଉଭୟ ଚଳଚ୍ଚିତ୍ରର ପୋଷ୍ଟରରେ ଯଥେଷ୍ଟ ସାମଞ୍ଜସ୍ୟ ଥିବା ବେଳେ କାହାଣୀ ମଧ୍ୟ ନକଲ। ମାଥୁକୁଟ୍ଟି ଜାଭିୟରଙ୍କ ନିର୍ଦ୍ଦେଶିତ…