Odisha Link
Bridging the Missing Links in Odisha
Daily Archives

May 15, 2021

ବାତ୍ୟାର ରୂପନେଲା ‘ତଉକ୍ତେ’, ଗୁଜୁରାଟ…

ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଉପରେ ଥିବା ସାମୁଦ୍ରିକ ଅବପାତ ‘ତଉକ୍ତେ’ ଆଜି ସକାଳେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ବାତ୍ୟା ‘ତଉକ୍ତେ’ ପାଇଁ କେରଳରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ର, ଗୋଆ ଓ ଗୁଜୁରାଟକୁ…

ଦେଶରେ କରୋନା: ଦିନକରେ ୩.୨୬ ଲକ୍ଷ…

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା। ବିଭିନ୍ନ କଟକଣା, ଟିକାକରଣ ସତ୍ତ୍ବେ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଥମୁ ନାହିଁ । ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଲକ୍ଷ ୨୬…

ରାଜ୍ୟରେ କରୋନା: ଦିନକରେ ୧୧୮୦୫ ପଜିଟିଭ,…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୧ ଜଣ…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଜାଣନ୍ତୁ…

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ନାମକରଣ ଅନୁଯାୟୀ, ଆଜିର ଦିନରେ ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧି ଓ ସୌଭାଗ୍ୟ ବୃଦ୍ଧି ହେଉ ଏବଂ ତାହା ଅକ୍ଷୟ ରହୁ ବୋଲି କାମନା କରାଯାଏ। ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ। ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ…

ପୁଣି ଚର୍ଚ୍ଚାରେ ଚାର୍ଲି ହେବ୍‌ଡ଼ୋ…

ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଛି ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଚାର‌ଳଇ ହେବ୍‌ଡ଼ୋ। ୨୦୧୫ରେ ଇସ୍‌ଲାମିକ୍‌ ଆତଙ୍କବାଦର ଶିକାର ହୋଇ ୧୨ ଜଣ ସାମ୍ବାଦିକଙ୍କୁ ହରାଇଥିବା ଏହି ପତ୍ରିକା ସେତେବେଳେ ମହମ୍ମଦଙ୍କ ବ୍ୟଙ୍ଗଚିତ୍ରକୁ ନେଇ ଚର୍ଚ୍ଚିତ ହୋଇଥିଲା। ଏଥର ଭାରତ ବାବଦରେ ବ୍ୟଙ୍ଗଚିତ୍ର ଆଙ୍କି…