Odisha Link
Bridging the Missing Links in Odisha
Daily Archives

June 21, 2021

ବାଲୁକା କଳାରେ ‘ଆନ୍ତର୍ଜାତୀୟ ଯୋଗ…

ଭୁବନେଶ୍ବର: ଆଜି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ନିଜ ଉତ୍କୃଷ୍ଟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି। ବାଲୁକାକଳା ମାଧ୍ୟମରେ ଯୋଗ ସମ୍ବନ୍ଧିତ ସମସ୍ତ…

ବିଜେଡି ସରକାରକୁ ଅପଦସ୍ଥ କରୁଛନ୍ତି ଅରୂପ…

ଭୁବନେଶ୍ବର: ଦଳ ଓ ସରକାରଙ୍କ ଗରିମା ବଢ଼ାଇବା ଉଦ୍ୟମ କରି ଓଲଟା ଅଡ଼ୁଆରେ ପକାଉଛନ୍ତି "ଓଡ଼ିଶା ମୋ ପରିବାର" ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ। ଦଳର ଦକ୍ଷତା ପ୍ରମାଣିତ କରିବାକୁ ଯାଇ ନିକଟରେ ସରକାରଙ୍କ ଅପାରଗତାକୁ ସାମନାକୁ ଅଆଣିଛନ୍ତି ଅରୂପ। ରାଜ୍ୟ ସରକାର ଓ ବରିଷ୍ଠ ଅଧିକାରୀମାନେ ଯାହା କରିପାରୁନାହାନ୍ତି…

ଆଜି ୠକ୍ମିଣୀ ହରଣ ଏକାଦଶୀ,…

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ମହୋତ୍ସବ। ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ଋକ୍ମିଣୀ। ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ…

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ୧୧ଡିସେମ୍ବର ୨୦୧୪ରେ ସଂକଳ୍ପ ହୋଇଥିଲା। ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଅଟେ।…

କରୋନା ସମୟରେ ଆଶାର କିରଣ ସାଜିଛି ଯୋଗ:…

ନୂଆଦିଲ୍ଲୀ: ଆଜି ଅନ୍ତର୍ଜତୀୟ ଯୋଗ ଦିବସ। ଭାରତ ସମେତ ଏକାଧିକ ଦେଶରେ ଆଜି ଅନ୍ତର୍ଜତୀୟ ଯୋଗ ଦିବସ ପାଳନ କରାଯାଉଛି। ୭ମ ଅନ୍ତର୍ଜାତୀୟ ଯୋଗ ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମହାମାରୀ ସମୟରେ ଯୋଗ କେମିତି ସୁସ୍ଥ ରହିବାକୁ ଅସ୍ତ୍ର ସାଜିଛି, ସେ ବିଷୟରେ…