Odisha Link
Bridging the Missing Links in Odisha

କଟକରୁ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ: କଟକରୁ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବ୍ରାଉନସୁଗାର ଜବତ କରିଛି। ବାଙ୍କୀ ବଜାରରେ ଜଣେ ଗ୍ରାଜୁଏଟ ଛାତ୍ର ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଧରା ପଡ଼ିଛି। ଏହି ଅଭିଯୁକ୍ତ ଜଣଙ୍କ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ପୋଡ଼ାଢ଼ିହର ସୁରେଶ କୁମାର ମହାପାତ୍ର।