Odisha Link
Bridging the Missing Links in Odisha
Daily Archives

June 26, 2021

ପ୍ରବଳ ବର୍ଷା ଆଶଙ୍କା, ୨୦ ଜିଲ୍ଲାକୁ…

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି,…

ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ

ରାଉରକେଲା: ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ। ବ୍ୟାଙ୍କ ଏଟିଏମର ପାସୱାର୍ଡ ସଂଗ୍ରହ କରି ୪ଟି ବ୍ୟାଙ୍କ ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ ହୋଇଛି। ଏହି ଅଭିଯୋଗରେ ରାଉରକେଲା ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି।…

ଜର୍ଜ ଫ୍ଲଇଡ୍‌ଙ୍କୁ ହତ୍ୟା ମାମଲାରେ…

ମିନିଆପଲିସ୍‌: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲଇଡ୍‌ଙ୍କ ହତ୍ୟା ଘଟଣାରେ ମିନିଆପଲିସ୍‌ର ପୂର୍ବତନ ପୁଲିସ ଅଧିକାରୀ ଡେରେକ ଚାଉଭିନଙ୍କୁ ୨୨ ବର୍ଷ ୫ ମାସର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚାଉଭିନ, ଫ୍ଲୟଡଙ୍କ ବେକକୁ ଆଣ୍ଠୁରେ ଚିପି ଦେଇଥିଲେ, ଯେଉଁଥି ପାଇଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ…

ଟିକା ଅନୁପାତରେ ପରିବର୍ତ୍ତନ ପାଇଁ…

ଭୁବନେଶ୍ବର: ଟିକା ଅନୁପାତରେ ପରିବର୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି କରାଯାଇଛି। ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ…

ରାଜ୍ୟରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଘାତକ…

ଭୁବନେଶ୍ବର: ଗତକାଲି ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା। ଆଜି ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟ ବିଶେଷ ଘାତକୁ ନୁହେଁ। ଯଦି ଏହା ଘାତକ ହୋଇଥାଆନ୍ତା ତେବେ ଦେବଗଡ଼ ଜିଲ୍ଲାରେ…

୩୦ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ…

ଭୁବନେଶ୍ବର: ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ସମସ୍ତ ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ। କାହାକୁ କେଉଁ ଜିଲ୍ଲା ଦାୟିତ୍ବ ମିଳିଛି ଜାଣନ୍ତୁ: ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ବର-ପ୍ରତାପ…

ପୁଣି ବାହା ହେବେ ବିଧାୟକ ବ୍ୟୋମକେଶ

ଭୁବନେଶ୍ବର: ପୁଣିଥରେ ବର ହେବାକୁ ଯାଉଛନ୍ତି ବ୍ୟୋମକେଶ ରାୟ। ବୈବାହିକ ଜୀବନର ଦ୍ବିତୀୟ ଇନିଂସ୍‌ ଆରମ୍ଭ କରିବାକୁ ଯାଉଛନ୍ତି ଚାନ୍ଦବାଲି ବିଧାୟକ ତଥା ଯୁବ ବିିଜେଡି ସଭାପତି ବ୍ୟୋମକେଶ ରାୟ। ଜୁଲାଇ ୨ ତାରିଖରେ ସେ ପାରମ୍ପରିକ ରୀତିନୀତିରେ ଚିଲିକା କୂଳରେ ଥିବା ଏକ ତାରକା ହୋଟଲରେ ବିବାହ କରିବେ ବୋଲି…

୫୩ ବର୍ଷରେ ପାଦ ଥାପିଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର…

କରୋନା: ଦିନକରେ ୩୫୫୪ ପଜିଟିଭ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୭,୦୬୨ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨୮ ଜଣ କ୍ବାରାଣ୍ଟିନ୍‌…