Odisha Link
Bridging the Missing Links in Odisha
Daily Archives

July 10, 2021

ଭୁବନେଶ୍ବରରେ ପହଁଞ୍ଚିଲେ ଆହତ ଯବାନ

ଭୁବନେଶ୍ବର: ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଉମା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଗୁଳି ବିନିମୟ ହୋଇଛି। ଘଣ୍ଟେକି ୨ ଘଣ୍ଟା ନୁହେଁ ପ୍ରାୟ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଗୁଳିବିନିମୟ। ସବୁଠାରୁ ବଡ଼କଥା ହେଲା…

ଉମା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ…

ଭୁବନେଶ୍ବର: ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଉମା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଗୁଳି ବିନିମୟ ହୋଇଛି। ଘଣ୍ଟେକି ୨ ଘଣ୍ଟା ନୁହେଁ ପ୍ରାୟ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଗୁଳିବିନିମୟ। ସବୁଠାରୁ ବଡ଼କଥା ହେଲା…

ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବ କି…

କୋଲକାତା: ସରିଛି ପଶ୍ଚିମବଙ୍ଗ ନିର୍ବାଚନ। ହେଲେ ଏବେ ବି ଜୋର ଧରିଛି ରାଜନୀତି।। ବିଧାନସଭା ନିର୍ବାନଚନରେ ବିଜେପିକୁ ମାତ୍‌ ଦେଇ ଟିଏମସି ଶାସନକୁ ଆସିବା ପରଠୁ ପଦ୍ମ ଶିବିରରେ ସୃଷ୍ଟି ହୋଇଛି ହଟଚମଟ। ମୁକୁଲ ରୟଙ୍କଠୁ ଆରମ୍ଭ କରି କିଛି ନେତା ଟିଏମସି ଶିବିରରେ ପ୍ରବେଶ କରି ସାରିଛନ୍ତି। ଏଥିସହିତ…

ମାମୁଁ ଘରକୁ ବୁଲିବାକୁ ଆସି ବାଇକ୍‌ ନେଇ…

ନୟାଗଡ଼: ମାମୁଁ ଘରୁକୁ ବୁଲିବାକୁ ଆସିଥିଲା ଭଣାଜ। ମୌକା ଦେଖି ଗାଡ଼ି ଚୋରି କରି ଫେରାର ହୋଇଗଲା। ପରେ ପୁଲିସ୍‌ ବାଇକ୍‌ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଏମିତି ଏକ ଖବର ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରୁ। ମିଳିଥିବା ସୂଚନା ମୁତାବିକ, ଅଭିଯୁକ୍ତ ଶ୍ରୀନିବାସ ପଣ୍ଡା(୨୧)ର ଘର ପୁରୀ…

ଝଟକିବ ଶ୍ରୀମନ୍ଦିର ଦ୍ବାର, ପହଁଞ୍ଚିଲା…

ପୁରୀ: ରୁପାରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ବାର। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଶ୍ରୀମନ୍ଦିର ରୁପା ଦ୍ୱାର ପରିକଳ୍ପନାର ୮ଟି ଦ୍ୱାର ମଧ୍ୟରୁ ୪ ଦ୍ୱାରର କାଠ ଫ୍ରେମ ନିର୍ମାଣ ଶେଷ ହୋଇଛି । ଶ୍ରୀମନ୍ଦିର ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ଓ ଭୋଗମଣ୍ଡପ ଦ୍ୱାରର କାଠ କବାଟ…

ଲାଗୁନି ଅଙ୍କୁଶ, ରାଜ୍ୟରେ ସାଢ଼େ ୪ ହଜାର…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର। ହେଲେ ମୃତ୍ୟୁସଂଖ୍ୟା ବଢ଼ାଉଛି ଚିନ୍ତା। କରୋନା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଉ ୫୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ହାନି ହୋଇଛି। ଏହାକୁ…

ବିଜେଡି ଓ ବିଜେପି ମୁଖ୍ୟାଳୟର ହେବ…

ଭୁବନେ‌ଶ୍ବର: ନବକଳେବର ହେବ ବିଜେଡି ଓ ବିଜେପିର ରାଜ୍ୟ ମୁଖ୍ୟାଳୟ। ଏହି ଦୁଇ ପ୍ରମୁଖ ରାଜନୈତିକ ଦଳ କର୍ପୋରେଟ୍‌ ଅଫିସ୍‌ ଢାଞ୍ଚାରେ ନିର୍ମାଣ କରିବେ ନୂଆ କୋଠା। ଏଥିପାଇଁ ଦୁଇ ଦଳ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଆବେଦନ କରି ଜମି କିଣି ନେଇଛନ୍ତି। ଆସନ୍ତା ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ଦୁଇଟି ଦଳର…