Odisha Link
Bridging the Missing Links in Odisha
Daily Archives

July 12, 2021

ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ…

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା। କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ପାଳନ ହେଉଛି ରଥଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଶ୍ରଦ୍ଧାଳୁଙ୍କୁ…

ରଥଯାତ୍ରା: ଧାଡ଼ି ପହଣ୍ଡିରେ ରଥରେ ବିଜେ…

ପୁରୀ: ଆଜି ପବିତ୍ର ରଥଯାତ୍ରା। ଅଣସରରୁ ବାହାରିବା ପରେ ଭାଇ ଭଉଣୀଙ୍କୁ ସାଥିରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ। ବଡ଼ଦାଣ୍ଡରୁ ରଥରେ ଚଢ଼ି ଜନ୍ମବେଦିକୁ ଯିବେ ଶ୍ରଜିଉ। ଏଥି ପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ହୋଇ ରହିଛି। ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ…

ବିଜେହେବେ ମହାବାହୁ, ବିନା ଭକ୍ତରେ…

ପୁରୀ: ଆଜି ସୋମବାର ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହେଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ସହ ନବଦିନ ବ୍ୟାପି ଘୋଷଯାତ୍ରା କରିବେ କାଳିଆ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛନ୍ତି…

ବଡ଼ଦାଣ୍ଡରେ ବଡ଼ ପର୍ବ, ଆଜି ଏକାଠି ହେବେ…

ପୁରୀ: ରଥ ପ୍ରସ୍ତୁତ। ପଥ ବି ପ୍ରସ୍ତୁତ। ବାସ୍ ଆଉ କିଛି ସମୟର ଅପେକ୍ଷା। ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀକ୍ଷେତ୍ରର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପାଇଁ ବ୍ରହ୍ମାଣ୍ଡବାସୀ ଚାହିଁ ବସିଛନ୍ତି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ…

ନୟାଗଡ଼: ଅଧ୍ୟକ୍ଷାଙ୍କ ଜାଲ୍ ଦସ୍ତଖତରେ…

ଖଣ୍ଡପଡ଼ା: ବିବାଦ ଘେରରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା। ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଅଧ୍ୟକ୍ଷା। ଏପରିକି ସରକାରୀ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ୍‌ ଅଧ୍ୟକ୍ଷା…