Odisha Link
Bridging the Missing Links in Odisha
Daily Archives

July 14, 2021

ଚିକିତ୍ସାଧୀନ ଅବସ୍ଥାରେ ହାବିଲଦାରଙ୍କ…

ଭୁବନେଶ୍ବର: ଚିକିତ୍ସାଧୀନ ଅବସ୍ଥାରେ ହାବିଲଦାର ମେଜର ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର କଳ୍ପନା ଛକରେ ଡ୍ୟୁଟି କରୁଥିବା ବେଳେ ତାଙ୍କୁ ଏକ ଅଟୋ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ଓ ପରେ ଏମ୍ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ…

ମାତୃତ୍ବରେ ଲାଗିଲା କଳଙ୍କ: ନିଜର ୩ ବର୍ଷ…

ଆନନ୍ଦପୁର: ମାତୃତ୍ବରେ ଲାଗିଲା କଳଙ୍କ। ଗର୍ଭ ଯନ୍ତ୍ରଣା ସହି ନିଜେ ଜନ୍ମ ଦେଇଥିବା ଶିଶୁକୁ ତଣ୍ଟି ଚିପି ମାରିଦେଲା ମା'। ଭୁଲିଗଲା ସବୁ ରକ୍ତର ସମ୍ପର୍କ। ପାରିବାରିକ କଳହକୁ କେନ୍ଦ୍ରକରି ଏପରି କରିଥିବା ଅଭିଯୋଗ ହୋଇଛି। ଶାଶୂ ଉପରେ ରାଗ ଶୁଝାଇବାକୁ ଯାଇ ନିଜର ୩ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି…

ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପରେ…

ମାଡ୍ରାସ: ସାଉଥ ସୁପରଷ୍ଟାର ବିଜୟଙ୍କ ଉପରେ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ। ବିଜୟ ୨୦୧୨ ମସିହାରେ ତାଙ୍କ ଦ୍ୱାରା କିଣାଯାଇଥିବା ତାଙ୍କର ଏକ କାର ଉପରେ ଟ୍ୟାକ୍ସ ନଦେବାକୁ ଚେଷ୍ଟା କରିଥିଲେ। ମାଡ୍ରାସ ହାଇକୋର୍ଟ ଅଭିନେତା ବିଜୟଙ୍କ ଉପରେ କହିଛନ୍ତି ଯେ, ରିଏଲ ଲାଇଫ ହିରୋ ଟ୍ୟାକ୍ସ ଦେବାକୁ ଦ୍ୱିଧା…

ଆଜି ଦିନ ୧୧ଟା ବେଳେ କେନ୍ଦ୍ର…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ଦିନ ୧୧ଟା ବେଳେ ଅନୁଷ୍ଠିତ ହେବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପରେ ଏହା ହେବ ୨ୟ କ୍ୟାବିନେଟ୍ ବୈଠକ ହେବ। ମୋଦୀ ସରକାର ଗତ ଜୁଲାଇ ୭ରେ…

ଥମୁନି ମୃତ୍ୟୁହାର: କରୋନା ନେଲା ଆଉ ୬୫…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି…

ପୁଣି ବଢିଲା କରୋନା ସଂକ୍ରମଣ: ୨୪…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁ ଥିବା ବେଳେ ଆଜି ସାମାନ୍ୟ ବଢିଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୨ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୮୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା…

ଖୁବ୍ ଶୀଘ୍ର ଆସିବ ଦାଦାଙ୍କ ବାୟୋପିକ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ବହୁ ପୂର୍ବତନ ଖେଳାଳିଙ୍କ ଉପରେ ବାୟୋପିକ୍ ପ୍ରସ୍ତୁତ ହୋଇଛି। ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଓ ମହମ୍ମଦ ଆଝାରୁଦ୍ଦିନଙ୍କ ଭୂମିକାରେ ଅଭିନେତା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଏବେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ…

ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦୂର ହେଉନି ଟିକା ସଙ୍କଟ। ଟିକା ଅଭାବ କାରଣରୁ ୧୧ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ। କେନ୍ଦ୍ରରୁ ଆବଶ୍ୟକୀୟ ଟିକା ମିଳୁନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆଜି ବଲାଙ୍ଗିର, ବାଲେଶ୍ୱର, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ାରେ ବନ୍ଦ ରହିଛି ଟିକାକରଣ।…

ଜନ୍ମବେଦୀରେ ମହାପ୍ରଭୁ: ଆଜିଠୁ ମିଳିବ…

ପୁରୀ: ଆଡ଼ପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧାର୍ତ୍ତି। ଆଜିଠାରୁ ବାହାରିବ ଆଡ଼ପ ଅବଢ଼ା। ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବର୍ଷକୁ ଥରେ ମିଳୁଥିବା ଏହି ଆଡ଼ପ…