Odisha Link
Bridging the Missing Links in Odisha
Daily Archives

July 22, 2021

କୁଆଖାଇ ନଦୀପଠାରୁ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅଜଣା ମୃତଦେହ ଉଦ୍ଧାର। ମୃତଦେହ ଜଣେ ପୁରୁଷଙ୍କ ହୋଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ମୃତଦେହକୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ। ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି। ପ୍ରାୟ ୫ ଫୁଟ ମାଟି ଖୋଳି…

‘କରୋନା ଶେଷ ନହେବା ଯାଏଁ ଅନ୍ନ…

ଲକ୍ଷ୍ନୌ: ମନ୍ତ୍ରୀଙ୍କ ଭୀଷ୍ମ ପ୍ରତିଜ୍ଞା। ଦେଶରେ କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ଅନ୍ନ ଛୁଇଁବେ ନାହିଁ। ଏଥିସହିତ ବିଗତ ୫ ବର୍ଷ ଧରି ଅନ୍ନ ଗ୍ରହଣ କରି ନାହାନ୍ତି ବୋଲି ଦାବି ରଖିଛନ୍ତି ଉତ୍ତର ପ୍ରଦେଶର ବିକାଶ ରାଜ୍ୟମନ୍ତ୍ରୀ ମହେଶ ଗୁପ୍ତା। ଯାହାକୁ ନେଇ ସବୁଠି ଲାଗି ରହିଛି ଚର୍ଚ୍ଚା।…

ଆଜି ଅଧରପଣା, ଆସନ୍ତାକାଲି ନିଳାଦ୍ରୀ…

ପୁରୀ: ସୁନାବେଶ ପରେ ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସିରିଛି ସମସ୍ତ ପ୍ରସ୍ତୁତି। ଗୁରୁବାର ତ୍ରୟୋଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲଗାଯିବ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି…

ବଙ୍ଗୋପସାଗରରେ ଲଗାତାର ୨ଟି ଲଘୁଚାପ…

ଭୁବନେଶ୍ବର: ବଙ୍ଗୋପସାଗରରେ ଲଗାତାର ୨ଟି ଲଘୁଚାପ କ୍ଷେତ୍ର। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି।। ଆସନ୍ତା ୨୭ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ…

ଚାଲିଗଲା ଆଉ ୬୭ ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ, ଟ୍ରାକିଂ ସହ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଏସବୁ ମଧ୍ୟରେ ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୯୪୮ ନୂଆ କରୋନା ସଂକ୍ରମିତ। ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଦିନକୁ ଦିନ…

ଆଜି ୧୯୪୮ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ, ଟ୍ରାକିଂ ସହ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଏସବୁମ ଧ୍ୟରେ ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୯୪୮ ନୂଆ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୧୧୨୦ ଜଣ କ୍ବାରାଣ୍ଟିନ…