Odisha Link
Bridging the Missing Links in Odisha
Daily Archives

August 6, 2021

ଅକ୍ଟୋବରରେ କୋଭୋଭାକ୍ସ ଟିକା

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ପୂର୍ବରୁ ଆସିଲା ଭଲ ଖବର। ଅକ୍ଟୋବର ସୁଦ୍ଧା ଆସିବ ଆଉ ଏକ ଟିକା। ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଉତ୍ପାଦନ କରିବାକୁ ଥିବା କୋଭୋଭାକ୍ସ ଟିକା ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରାପ୍ତ ବୟସ୍କଙ୍କ ପାଇଁ ଉପଲବ୍ଧ ହେବ। ହେଲେ ଛୋଟ ପିଲାଙ୍କୁ କୋଭୋଭାକ୍ସ ଟିକା ୨୦୨୨ ମସିହା ଜାନୁଆରୀ…

ରସିକିଆ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଲେ…

ବେଙ୍ଗାଲୁରୁ: ପ୍ରଧାନଶିକ୍ଷକଙ୍କୁ ନିର୍ଧୁମ ପିଟିଲେ ମହିଳା ନର୍ସ। ତାହା ପୁଣି କାର୍ଯ୍ୟାଳୟ ଭିତରେ ପଶି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଖବର ଆସିଛି କର୍ଣ୍ଣାଟକର ବେଲଗାବୀ ଜିଲ୍ଲାରୁ। ମିଳିଥିବା ସୂଚନା ମୁତାବିକ, ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଜଣେ…

ଭାରତୀୟ ମହିଳା ହକି ଦଳର କୋଚ୍ ଶେଜୋର୍ଡ…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ…

ଶନି, ରବି ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌ ପରେ କୋହଳ ହୋଇଛି କିଛି କଟକଣା। ହେଲେ ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୋମବାରରୁ ଶୁକ୍ରବାର ଖୋଲା…

ସାମ୍ବାଦିକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ…

ଜଗତସିଂହପୁର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ହରଡ଼ଘଣାରେ ପୁଲିସ୍‌ ବାବୁ। ମଦ୍ୟପ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଦ୍ୟପ ଥାନା ଅଧିକାରୀ ନିଶାସକ୍ତ ଅବସ୍ଥାରେ ଉନ୍ମତକାଣ୍ଡ ଘଟାଇବା ପରେ ତାଙ୍କ ବିରୋଧରେ…

ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ଜାରି

ପୁରୀ: କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଉଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି। କେବଳ ପୁରୀ ସହରବାସୀଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି। ଏସଓପି ମୁତାବକ, ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ। ଟୋକନ୍ ଆଧାରକାର୍ଡ ଦେଖାଇ…

ନନ୍ଦନକାନନ ବାଘ ଖୁଆଡ଼ରେ ପଶିଲା କୁମ୍ଭୀର

ଭୁବନେଶ୍ବର: ନନ୍ଦନକାନନ ବାଘ ଖୁଆଡ଼ରେ ଦେଖିବାକୁ ମିଳିଛି କୁମ୍ଭୀର। ସ୍ପନ୍ଦନ ଓ ବାସୁ ନାମକ ଦୁଇଟି କଳା ମହାବଳ ବାଘ ଖୁଆଡ଼ରେ ଚାରି ଫୁଟର ଏକ କୁମ୍ଭୀରଦେଖିବାକୁ ମିଳିଛି। କିଛିଦିନ ହେବ ଦୁଇ କଳା ମହାବଳ ବାଘ ପାଣିରେ ଗାଧୋଉ ନ ଥିଲେ। ଜନ୍ତୁ ରକ୍ଷକ ଦେଖନ୍ତି ତ ଏକ କୁମ୍ଭୀରଟି ବାଘ ଗାଧୋଉଥିବା ଖୁଆଡ଼…

ଟୋକିଓ ଅଲିମ୍ପିକ୍ସ୍‌: ଗଲ୍‌ଫ୍‌ରେ ପଦକ…

ଟୋକିଓ: ଟୋକିଓର ଅଲିମ୍ପିକ୍ରେ ଭାରତୀୟ ଗଲ୍‌ଫ୍‌ କ୍ରୀଡ଼ିକା ଅଦିତି ଅଶୋକ ପଦକ ଆଶା ଉଦ୍ରେକ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ‘ଅଣ୍ଡର୍‌ ୬୭’ରେ ୩ କାର୍ଡ ହାସଲ୍‌ କରି ଭାରତ ପାଇଁ ପ୍ରଥମ ଗଲ୍‌ଫ୍‌ ପଦକ ଆଶା ଉଦ୍ରେକ କରିଛନ୍ତି। ତୃତୀୟ ରାଉଣ୍ଡ୍‌ ପରେ ‘ଅଣ୍ଡର୍‌ ୨୦୧’ରେ ଅଦିତିଙ୍କ ସ୍ଥାନ ଥିଲା…

ଧାନ ବିକିବାକୁ ମିଳିଲାନି ଟୋକନ,…

ସମ୍ବଲପୁର: ଧାନ ବିକ୍ରି କରିବାକୁ ଟୋକନ ନ ମିଳିବାରୁ ଶେଷରେ ଜୀବନ ହାରିଲେ ଚାଷୀ। ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ସମ୍ବଲପୁର ଧନକଉଡ଼ା ବ୍ଲକର କୁଦଗୁଣ୍ଡେରପୁର ଗାଁର ଘଟିଛି। ମୃତକ ହେଲେ ଚାଷୀ କୈବଲ୍ୟ…

ବଦଳିଲା ‘ରାଜୀବ ଗାନ୍ଧୀ ଖେଳରତ୍ନ’…

ନୂଆଦିଲ୍ଲୀ: ବଦଳିଲା ଖେଳରତ୍ନ ପୁରସ୍କାରର ନାଁ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି ରାଜୀବ ଗାନ୍ଧୀ ଖେଳରତ୍ନ ବଦଳରେ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରଭାବେ ପରିବର୍ତ୍ତନ କରାଯାଇଛି। ଏନେଇ ମୋଦୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ…