Odisha Link
Bridging the Missing Links in Odisha
Daily Archives

August 6, 2021

ଅଲିମ୍ପିକ୍ସ ବ୍ରୋଞ୍ଜ ମୁକାବିଲା: ୩-୪…

ଟୋକିଓ: ଭାରତୀୟ ମହିଳା ହକି ଟିମ୍‌ର ସଂଘର୍ଷପୂର୍ଣ୍ଣ ପରାଜୟ। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ କଡ଼ା ମୁକାବିଲାରେ ୩-୪ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ ଠାରୁ ହାରିଲା ଭାରତୀୟ ମହିଳା ହକି ଟିମ୍‌। ଚତୁର୍ଥ ସ୍ଥାନରେ ସୀମିତ ରହିଲା ମହିଳା ହକି ଟିମର ଟୋକିଓ ଅଲିମ୍ପିକ୍ସ ପଦକ ଆଶା। ବ୍ରୋଞ୍ଜ ଜିତି ଟୋକିଓ ଅଭିଯାନ…

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୧୨୦୮…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୭୦୨ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୫୦୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଚ ଲଢ଼େଇରେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ବ୍ରୋଞ୍ଜ ପଦକ ପାଇଁ ବ୍ରିଟେନ୍ ସହ ମୁକାବିଲା କରୁଛି ଭାରତୀୟ ମହିଳା ହକି ଦଳ। ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ୍‌ରେ ଭାରତର ଦମଦାର ପ୍ରଦର୍ଶନ ଜାରି ରଖିଛି। ୩-୨ ଗୋଲରେ ଆଗୁଆ ରହିଛି ଦଳ। ପ୍ରଥମ କାର୍ଟରେ ୦-୦ ଗୋଲ ସ୍ଥିତି ବରାବର ଥିଲା। ଦ୍ୱିତୀୟ କ୍ୱାର୍ଟର…

ନୂଆଖାଇ: ନବାନ୍ନ ଲାଗି ପାଇଁ…

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପୂର୍ବାହ୍ନ ୧୦ଟା ୧୯ ମିନିଟରୁ ୧୦ଟା ୪୦ ମିନିଟ ମଧ୍ୟରେ ବଲାଙ୍ଗୀର ଇଷ୍ଟଦେବୀ ମା’ ପାଟଣେଶ୍ବରୀ ଏବଂ ସମଲେଶ୍ବର ସମେତ ବିଭିନ୍ନ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ…