Odisha Link
Bridging the Missing Links in Odisha

ଏମ୍ସରେ ଗରିବଙ୍କୁ ମାଗଣାରେ ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସର ବଡ଼ ନିଷ୍ପତ୍ତି। ଏଣିକି ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଯୋଗାଇବ ଏମ୍ସ। ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ। ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୫ରୁ ଭୁବନେଶ୍ୱର ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ।

Leave A Reply

Your email address will not be published.