Odisha Link
Bridging the Missing Links in Odisha
Daily Archives

August 25, 2021

ଦେଶ ଛାଡି ପାରିବେନି ଆଫଗାନ ନାଗରିକ:…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ବରେ ଭୟରେ ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡି ବିଦେଶ ଚାଲିଯିବାକୁ ବିମାନବନ୍ଦର ମୁହାଁ ହେଉଛନ୍ତି। ଏହାରି ମଧ୍ୟରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ତାଲିବାନ। କାବୁଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଛି ଏହି ମୌଳବାଦୀ ସଂଗଠନ। କେବଳ…

ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ସର୍ବସାଧାରଣ…

ପୁରୀ: ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ। ଗତ କାଲି କରୋନା କଟକଣା ପରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ବନକଲାଗି ନୀତି ଦତ୍ତ ମହାପାତ୍ର…

୧୬ଜଣ ଆଫଗାନିସ୍ତାନ ଫେରନ୍ତା କରୋନା…

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇ ଦିଲ୍ଲୀରେ ପହଞ୍ଚିଥିବା ୮୭ଜଣଙ୍କ ମଧ୍ୟରୁ ୧୬ଜଣ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଉକ୍ତ ୭୮ଜଣଙ୍କୁ ‘କ୍ବାରେଣ୍ଟିନ୍‌’ରେ ରଖାଯାଇଛି। ପଜିଟିଭ୍ ହୋଇଥିବା ୧୬ଜଣ ଆଫଗାନିସ୍ତାନ ଫେରନ୍ତା ହେଉଛନ୍ତି ଲକ୍ଷଣବିହୀନ…

ରାଜ୍ୟରେ କରୋନା ନେଲା ଆଉ ୬୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୬୨କୁ ବୃଦ୍ଧି ପାଇଛି। ଏନେଇ…

ଆଜିଠୁ ଭାରତ ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ସିରିଜ। ଲର୍ଡସରେ ଭାରତର ବିଜୟ ପରେ ଭାରତୀ୍ର ଦଳ ତୃତୀୟ ଟେଷ୍ଟ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ। ୧-୦ରେ ଭାରତ ଆଗୁଆ ଥିବାରୁ ସିରିଜରେ ନିଜର ପ୍ରାଧାନ୍ୟ ଜାରି ରଖିବାକୁ ଚେଷ୍ଟା କରିବ। ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଦଳ ଇଂଲଣ୍ଡ…

ରାଜ୍ୟରେ ଦିନକରେ ୧୩୧ ଛୁଆ କରୋନା…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୩୨୧୦ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୫୧୫ କ୍ୱାରେଣ୍ଟାଇନ୍‌ରୁ…

କାଶ୍ମୀରକୁ ଭାରତଠୁ ମୁକ୍ତ କରି…

ପାକିସ୍ତାନ: ତାଲିବାନ ଆଫଗାନିସ୍ତାନକୁ କବଜା କରିବାରେ ପାକିସ୍ତାନର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାର ମଧ୍ୟରେ ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ କାଶ୍ମୀର ଓ ତାଲିବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ଶାସକ ଦଳ ନେତ୍ରୀ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ସ୍ତ୍ରୀର ଜୁଇରେ ଝାସ ଦେଲା ସ୍ୱାମୀ

କଳାହାଣ୍ଡି: ସ୍ତ୍ରୀର ଜୁଇରେ ଝାସ ଦେଇ ଜୀବନ ହାରିଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ସିଆଲଯୋଡ଼ି ଗ୍ରାମରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଗତକାଲି ସଂଧ୍ୟାରେ ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବରଙ୍କ ମୃତ୍ୟୁ ହୋଇଥିଲା। ଗାଁ…

ବର୍ଷା ଆଶଙ୍କା: ୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ। ତେବେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ…