Odisha Link
Bridging the Missing Links in Odisha
Daily Archives

August 26, 2021

କାବୁଲ ବିମାନବନ୍ଦରରେ ମହଙ୍ଗାମାଡ଼: ପାଣି…

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ ପରଠାରୁ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଏବେ ବି କାବୁଲ ବିମାନବନ୍ଦରରେ ଭିଡ ଲାଗାଇଛନ୍ତି। ତାଲିବାନୀଙ୍କଠାରୁ ଲୋକେ ଜୀବନ ବଞ୍ଚାଇବାକୁ ଅନ୍ୟଦେଶରେ ଶରଣ ନେବାକୁ ଲୋକ ବିମାନ ବନ୍ଦରମୁହାଁ ହେଉଛନ୍ତି। ଆମେରିକା ସମେତ ଅନେକ ଦେଶ ମଧ୍ୟ ନିଜ…

କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ…

କାବୁଲ: ତାଲିବାନ୍‌ ଆଫଗାନିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ କାବୁଲ ଏୟାରପୋର୍ଟ ଏବେ ବି ଆମେରିକାର ସେନା ହାତରେ ରହିଛି। ଏହାରି ମଧ୍ୟରେ କାବୁଲ ଏୟାରପୋର୍ଟ ବାହାରେ ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏୟାରପୋର୍ଟ ଗେଟ୍ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି…

ଆଫଗାନିସ୍ତାନ ସ୍ଥିତି ନେଇ ଆଜି ସର୍ବଦଳୀୟ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି ବସିବ ସର୍ବଦଳୀୟ ବୈଠକ। ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର ପଦକ୍ଷେପ ସମ୍ପର୍କରେ ବିରୋଧୀଙ୍କୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ। ଆଫଗାନିସ୍ତାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଦଳଗୁଡିକର…

୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା। କିଛି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋହନ…

ଭୁବନେଶ୍ୱର: ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଏହା ପରେ ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ…

ବିଲୁଆ ଆତଙ୍କ, ୧୦ରୁ ଅଧିକ ଲୋକ ଆହାତ

ବାଲିପାଟଣା: ବାଲିପାଟଣା ବ୍ଲକ ରାଜସ ଏବଂ କୃଷ୍ଣପୁର ଗ୍ରାମରେ ବିଲୁଆ ଆତଙ୍କ। ଦୁଇ ଦିନରେ ବିଲୁଆ କାମୁଡାରେ ୧୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି। ବିଲୁଆ ଆତଙ୍କ ଗ୍ରାମବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଲୁଆ ଭୟରେ ରାଜସ ଏବଂ କୃଷ୍ଣପୁର ଗ୍ରାମରେ ଦିନରେ ବି ତାଟି କବାଟ ପଡ଼ି ରହୁଛନ୍ତି ଲୋକେ। ବିଲୁଆ…

ଆଜିଠୁ ୪ର୍ଥ ପର୍ଯ୍ୟାୟ ଜେଇଇ ମେନ୍‌…

ନୂଆଦିଲ୍ଲୀ: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ଆରମ୍ଭ। ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦେଶର ୩୩୪ଟି ସହରରେ ପରୀକ୍ଷା ପରିଚାଳନା କରୁଛି। କୋଭିଡ ଗାଇଡଲାଇନ୍ ମଧ୍ୟରେ ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ…

୮୦ କୋଟି ଲୁଟ୍‌ ପ୍ରମାଣ ପାଇବା ପରେ ବି…

ନୟାଗଡ଼: ବ୍ଲକ୍‌ ଅଧ୍ୟକ୍ଷାଙ୍କ ଜାଲ୍‌ ଦସ୍ତଖତ କରି ମିଥ୍ୟା ବିଲ୍‌ ମାଧ୍ୟମରେ ଓ ବିନା କାମରେ ୮୦ କୋଟିରୁ ଅଧିକ ଟଙ୍କା ଜଣେ ପ୍ରଭାବଶାଳୀ ବିଜେଡି ନେତା ଲୁଟି ନେଇଛନ୍ତି ବୋଲି ଅଭିଯୋଗ ଆସିଲା। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଲେ। ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ମିଳିଲା।…