Odisha Link
Bridging the Missing Links in Odisha
Daily Archives

September 3, 2021

ଟୋକିଓରେ ଅବନୀଙ୍କୁ ଡବଲ ମେଡାଲ, ଭାରତର…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ଜିତିବା ପରେ ଅବନୀ ଲେଖରା ଭାରତକୁ ଦେଲେ ଆଉ ଏକ ପଦକ। ମହିଳା ୫୦ ମିଟର ଏୟାର ପିସ୍ତଲ ରାଇଫଲରେ ଅବନୀ ବ୍ରୋଞ୍ଜ ପଦକ ହାତେଇଛନ୍ତି। ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୫୦ ମିଟର କ୍ଲାସ…

ଟୋକିଓରେ ପ୍ରବୀଣଙ୍କ କମାଲ, ହାଇଜମ୍ପରେ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ଶୁକ୍ରବାର ଦିନ ଭାରତକୁ ମିଳିଲା ଆଉ ଏକ ପଦକ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ। https://twitter.com/Tokyo2020hi/status/1433625871726923776 ଟି୬୪ ବର୍ଗରେ ୨.୭ ମିଟର ସହ ରୌପ୍ୟ ପଦକ…

ଆସୁଛି ଲଘୁଚାପ, ପାଣିପାଗ ବିଭାଗର ଆକଳନ

ଭୁବନେଶ୍ବର: ରାଜ୍ୟରେ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି। ଯାହାଫଳରେ ରାଜ୍ୟର କିଛି ସ୍ଥାନରେ ମରୁଡ଼ି ସ୍ଥିତି ସାମ୍ନାକୁ ଆସିଛି। ଯାହକୁ ନେଇ ବିଧାନସଭାରେ ମଧ୍ୟ ତମ୍ବି ତୋଫାନ୍‌ ହୋଇ ସାରିଛି। ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ଆଣିଛି ସେପ୍ଟେମ୍ବର। ଆଗାମୀ ୫ ଦିନ ବ୍ୟବଧାନରେ…

ଆଜିଠୁ ଯୁକ୍ତ ୨ ସ୍ବତନ୍ତ୍ର ପରୀକ୍ଷା…

ଭୁବନେଶ୍ବର: କରୋନା କାଳରେ ବିନା ପରୀକ୍ଷାରେ ପ୍ରକାଶ ପାଇ ସାରିଛି ଯୁକ୍ତ ୨ ପରୀକ୍ଷା ଫଳ। ହେଲେ କିଛି ଛାତ୍ରଛାତ୍ରୀ ତାଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ମିଳିଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଓ ଆଦୌ ପରୀକ୍ଷା ଦେଇନଥିବା…

ଦିନକରେ ୮୪୯ ପଜିଟିଭ ଚିହ୍ନଟ, ଚିନ୍ତା…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ଏବେ ବି ଉପର ତଳ ହେବାରି ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୪୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ କ୍ବାରାଣ୍ଟିନ୍‌ ସେଣ୍ଟରରୁ ୪୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣ ସ୍ଥାନୀୟ…

କରୋନା ନେଲା ଆଉ ୭ ଜୀବନ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ କୋଭିଡ ମୃତକଙ୍କ ପୁରୁଣା ଡେଥ୍‌ ଅଡିଟି ସରିଛି। ଯାହାରିଫଳରେ ଏବେ ସବୁଦିନ ଯେତିକି ମୃତ୍ୟୁ ହେବ, ତା’ର ଅଡିଟ୍‌ କରି ରିପୋର୍ଟ ପ୍ରଦାନ କରାଯିବ। ଅର୍ଥାତ୍‌ ଏଣିକି କରୋନା ମୃତ୍ୟୁ ନେଇ ସଠିକ୍‌ ରିପୋର୍ଟ ପ୍ରକାଶ ପାଇବ।…

କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଆଜି ହେଉଛି ଭାଦ୍ରବ କୃଷ୍ଣ ଏକାଦଶୀ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ମହାବାହୁ କାଳୀୟଦଳନ ବେଶରେ ଆଜି ଦର୍ଶନ ଦେବେ। ଏହି ବେଶରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ…