Odisha Link
Bridging the Missing Links in Odisha
Daily Archives

September 4, 2021

ସେପ୍ଟେମ୍ବର ୩୦ରେ ହେବ ପିପିଲି…

ଭୁବନେଶ୍ବର: ବାଜିଲା ବିଗୁଲ। ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପ-ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅକ୍ଟୋବର  ୩ ତାରିଖରେ ଭୋଟ ଗଣତି ହେବ।  ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ। ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା…

କକ୍ଷ ତ୍ୟାଗ କଲେ ବିଜେପି ବିଧାୟକ,…

ଭୁବନେଶ୍ବର: ଆଜିବି ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ହଙ୍ଗାମା ପରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବେ ସମ୍ମାନ ମିଳୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ।…

ଓ୍ବେବ୍‌ ପୋର୍ଟାଲ ସମ୍ପାଦକ ଗିରଫ

ଭୁବନେଶ୍ବର: ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଖବର ପ୍ରସାରଣ କରି ଗିରଫ ହେଲେ ଓ୍ବେବ୍‌ ପୋର୍ଟାଲ ସମ୍ପାଦକ। ଭୁବନେଶ୍ୱର ମହିଳା ଥାନାରେ ଗତକାଲି ଠାରୁ ସୁଧାଂଶୁ ରାଉତଙ୍କୁ ଅଟକ ରଖିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଆଜି ସୁଧାଂଶୁଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପଟେ ତାଙ୍କ ସହଯୋଗୀଙ୍କୁ…

ଫାଇନାଲରେ ପ୍ରମୋଦ, ଏବେ ସ୍ବର୍ଣ୍ଣ ପଦକ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ପଦକ ପକ୍କା କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବିଦେଶରେ ଚମକ ଦେଖାଇଲେ ଓଡ଼ିଆ ପୁଅ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଅପରାହ୍ନ ୩ଟାରେ ଲଢ଼େଇ କରିବେ। ଯଦି ବି ସେ ହାରିବେ,…

ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ, ବଞ୍ଚାଇ…

ଭୁବନେଶ୍ବର: ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା। ଶେଷରେ ଆଖି ବୁଜିଲେ ଭଦ୍ରକର ଅଭିଷେକ ମହାପାତ୍ର। ଡାକ୍ତରଙ୍କ ଶତଚେଷ୍ଟା, ଜନସାଧାରଣଙ୍କ ସାହାଯ୍ୟ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିଷେକ। ଶୁକ୍ରବାର ରାତି ୧୦ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି। କୋଭିଡରେ ଆକ୍ରାନ୍ତ…

ଶୁଟିଂରେ ଭାରତକୁ ଡବଲ ମେଡାଲ, ବିଶ୍ବ…

ଟୋକିଓ: ଟୋକିଓରେ ଚମକୁଛନ୍ତି ଭାରତୀୟ ପାରାଲିମ୍ପିକ୍‌ ଖେଳାଳି। ଶୁକ୍ରବାର ୩ଟି ପଦକ ଜିତିବା ପରେ ଶନିବାର ୨ଟି ପଦକ ହାତେଇଛନ୍ତି ଭାରତୀୟ ଖେଳାଳି। ଶୁଟିଂରେ ଦୁଇଟି ପଦକ ମିଳିଛି। ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ…