Odisha Link
Bridging the Missing Links in Odisha
Daily Archives

September 10, 2021

କରୋନା: ଚାଲିଗଲା ଆଉ ୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର କମିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୪୫ ଜଣ କରୋନା ମାମଲା ରାଜ୍ୟରେ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରାରନା ଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି…

ଆଜିଠୁ ୩ ଦିନ ଜଗା ଦର୍ଶନ ବନ୍ଦ

ପୁରୀ: ଆଜିଠୁ ତିନି ଦିନ ଜଗା ଦର୍ଶନ ବନ୍ଦ। ଏନେଇ ଘୋଷଣା କରିଛି ଶ୍ରମନ୍ଦିର ପ୍ରଶାସନ। ସୋମବାରଠୁ ନୂଆ କଟକଣାରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର…

୧୪ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ଭୁବନେଶ୍ବର: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏହାକୁ ନଜରରେ ରଖି ବିଜୁ ଜନତା ଦଳ ପ୍ରସ୍ତୁତ କରୁଛି ରଣନୀତି। ବେଶ୍‌ କରି ପଶ୍ଚିମ ଓଡ଼ିଶା ଉପରେ ବିଜେଡିର ଫୋକସ୍‌ ରହିଛି। ଖାସ୍‌ ସେଇଥିପାଇଁ କୋଭିଡ୍ କଟକଣା ସତ୍ତ୍ୱେ ୭ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଆସନ୍ତା ୧୪ତାରିଖରେ…

ଦିନକରେ ୭୪୫ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୫ ଜଣ କ୍ବାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧୦ ଜଣ…

ଆଜି ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ପୂଜା

ପୁରୀ: ଆଜି ଗଣେଶ ଚତୁର୍ଥୀ। ଆଜି ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀଗଜାନନଙ୍କ ପୂଜା କରାଯିବ। ଏହି ଅବସରରେ ମାଦଳା ପାଞ୍ଜି ପୂଜା କରାଯିବ। ବଟଗଣେଶଙ୍କ ନିକଟରେ ସ୍ବତନ୍ତ୍ର ପୂଜାବିଧି ହେବ। ବିଧିମୁତାବିକ ସନ୍ଧ୍ୟା ଧୂପ ସରିବା ପରେ ଠାକୁରଙ୍କଠାରେ ଶୀତଳଭୋଗ ଓ ବନ୍ଦାପନା ନୀତି ହେବ। ମୁଳିଆ ସୁଆଁସିଆ ଦେଇଥିବା…

ଗାଁକୁ ନାହିଁ ଭଲ ରାସ୍ତା, ଧାନତଳି ରୋଇ…

ମାଲକାନଗିରି: ଗାଁକୁ ନାହିଁ ଭଲ ରାସ୍ତା। ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣୁନି ପ୍ରଶାସନ। ଯାହାଫଳରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। କାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ମାଲକାନଗିରି ସଦର ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ଭୀମାରାଙ୍ଗିଣି ଗ୍ରାମରେ…

ଆଜି ଗଣେଶ ପୂଜା

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଗଣେଶ ପୂଜା ଧୁମ୍‌ଧାମ୍ ପାଳିତ ହୋଇଥାଏ। ସବୁଠି ଉତ୍ସବର ମାହୋଲ ଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଯାଇଛି। ସାର୍ବଜନୀନ ପୂଜା ଉପରେ ପ୍ରଶାସନ ରୋକ ଲଗାଇଛି। ଫଳରେ ଘରେ ରହି ନିରାଡ଼ମ୍ବରେ ବିଘ୍ନବିନାଶକଙ୍କ…