Odisha Link
Bridging the Missing Links in Odisha
Daily Archives

December 20, 2021

ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଜୁମ୍‌ ଆପ୍‌ ମାଧ୍ୟମରେ ଅନଲାଇନରେ ( Force Majeure Vis-a-Vis Covid 19) ବିଷୟକୁ ନେଇ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ମୁଖ୍ୟବକ୍ତା ଭାବରେ ଜାଭିୟର ଇନ୍‌ଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ,…

ସୁମିତ-ତପସ୍ବିନୀ ମାମଲା: ଡାକ୍ତର…

ବ୍ରହ୍ମପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଡାକ୍ତର ସୁମିତ୍‌ ଓ ତପସ୍ବିନୀଙ୍କ ମଧ୍ୟରେ ଥିବା ବିବାଦ। ଏବେ ପୁଣି ଥରେ ବିବାଦ ନେଇଛି ନୂଆମୋଡ଼। ନ୍ୟାୟ ପାଇଁ ତପସ୍ବିନୀ ସୁମିତଙ୍କ ଘର ଦୁଆରେ ବସି ରହିଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ଶତାଧୀକ ମହିଳା। ଏପରିକି ସୁମିତଙ୍କ ଘର ସାମ୍ନାରେ ଦେଖିବାକୁ…

ଅନୁଭବଙ୍କ ରାତିଅଧିଆ ପୋଷ୍ଟ, ବର୍ଷକ ତଳର…

ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଓଲିଉଡ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଲାଗିରହିଥିବା ପାରିବାରିକ ବିବାଦ ମାମଲା ଏବେ ବି କୋର୍ଟରେ ବିଚାରଧୀନ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ରାତି ଅଧିଆ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚାରେ…

ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ…

ନୂଆଦିଲ୍ଲୀ: ବହୁ ବିରୋଧ ସତ୍ତ୍ବେ ଆଜି ସଂସଦରେ ପାାରିତ ହୋଇଛି ନିର୍ବାଚନ (ସଂଶୋଧନ) ଆଇନ୍‌ ବିଲ୍‌-୨୦୨୧। ଏହି ବିଲ୍‌ରେ ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି। ଏଣିକି ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର। ଜଣେ ବ୍ୟକ୍ତିଙ୍କ ନାଁରେ ଆଉ ଏକାଧିକ ଭୋଟ ପରିଚୟ ପତ୍ର ରହିବ ନାହିଁ । ଏ ନେଇ…

ଆଜିଠୁ ମୁଖ୍ୟମନ୍ତ୍ରୀ ବାୟୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି। ଏହି…

ଲୋକାର୍ପିତ ହେଲା ରାଜ୍ୟର ଦୀର୍ଘତମ ସେତୁ

କଟକ: ଲୋକାର୍ପିତ ହେଲା ସମ୍ପର୍କର ସେତୁ। ମୁଖ୍ୟଢ଼ନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କଲେ ବହୁ ପ୍ରତିକ୍ଷୀତ ଟି-ସେତୁ। କଟକ ବାଙ୍କୀ-ବୈଦେଶ୍ଵର-ବଡମ୍ବା ଗୋପିନାଥପୁରକୁ ସଂଯୋଗ କରୁଥିବା ରାଜ୍ୟର ଦୀର୍ଘତମ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ…