Odisha Link
Bridging the Missing Links in Odisha
Daily Archives

January 22, 2022

ଚାଲିଗଲା ଆଉ ୭ ଜୀବନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭ ଜଣଙ୍କର ଜୀବନ ନେଇଛି ମହାମରୀ କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋାନା ଜନିତ ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ମା’ ହେଲେ ପ୍ରିୟଙ୍କା ଚୋପ୍ରା

ଓଏଲ୍‌ ବ୍ୟୁରୋ: ମା' ହେଲେ ଦେଶୀ ଗାର୍ଲ ତଥା ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏନେଇ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ପ୍ରିୟଙ୍କା। ସରୋଗେସି ଜରିଆରେ ପ୍ରିୟଙ୍କା ଓ ନିକଙ୍କୁ ଘରକୁ ଆସିଛି ନୂଆ ସଦସ୍ୟ। ପ୍ରିୟଙ୍କା ଚୋପ୍ରା ମା' ହେବା ଖୁସି ସମ୍ପର୍କରେ ସୋଶିଆଲ ମିଡିଆରେ ଶେୟାର…

ସଂକ୍ରମଣରେ ସାମାନ୍ୟ ବ୍ରେକ୍: ଦିନକରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବିଗତ କିଛିଦିନ ହେବ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥଥିଲା। ହେଲେ ଦୁଇ ଦିନ ହେବ ରାଜ୍ୟରେ ସଂକ୍ରମଣ ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୮୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…

ଏହି ସବୁ ଜିଲ୍ଲାରେ ହେବ ବର୍ଷା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳୁଛି ପାଗ। ଯାହା ବଦଳରେ ରାଜ୍ୟରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ପାରଦ। ଏଥିସହିତ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା…

ଫେରୁଥିଲା ବରଯାତ୍ରୀ ଗାଡ଼ି, ପିଟି ଦେଲା…

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁବର୍ଣ୍ଣପୁର ଜିଲ୍ଳାର ମହାନଦୀ ସେତୁ ଉପରେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଗାଡ଼ିରେ ଚାପି ହୋଇ ରହିିଥିବା ଅନ୍ୟ ଗୁରୁତର ଆହତଙ୍କୁ…