Odisha Link
Bridging the Missing Links in Odisha
Daily Archives

November 6, 2022

ଧାମନଗର ଉପନିର୍ବାଚନ : ନବୀନ କହିଲେ…

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ। ସେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରି ଧାମନଗର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଧାମନଗର ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟ ରଖିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ…

୨୫ ବର୍ଷର ରାଜନୀତି: ନବୀନ ହାରିଛନ୍ତି ୩…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିକୁ ନୂଆ ଟ୍ରେଣ୍ଡର ଦିଶା ଦେଖାଇଛି ଧାମନଗର ଉପନିର୍ବାଚନ ଫଳାଫଳ। ବିଜେଡି ସରକାରରେ ଥିବା ସତ୍ତ୍ବେ ଧାମନଗରରେ ଅମାନତ ହରାଇଛି ଦଳ। ସେହିପରି ୨୦୦୯ ପରଠୁ ଉପନିର୍ବାଚନ ହାରି ଆସୁଥିବା ଭାରତୀୟ ଜନତା ପାର୍ଟି ପ୍ରଥମଥର ପାଇଁ ଉପନିର୍ବାଚନ ଜିତି ଶାସକ ଦଳ ବିଜୁ ଜନତା ଦଳକୁ…

ଧାମନଗର ଉପନିର୍ବାଚନ: ସୂରଜ ବିଜୟୀ

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବାଜି ମାରିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇ ଧାମନଗର ଉପନିର୍ବାଚନରେ ବିଜୟୀ ହେଲେ ସୂରଜ। ସମସ୍ତ ରାଉଣ୍ଡରେ ଅବନ୍ତିଙ୍କୁ ପଛରେ ପକାଇ ବିଧାୟକ ଭାବେ ନିର୍ବାଚିତ ହେଲେ ସୂରଜ। ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ…