Odisha Link
Bridging the Missing Links in Odisha
Daily Archives

December 17, 2022

ଲୋକଙ୍କୁ ଭଲ ଦେଶୀ ମଦ ଦେବୁ:…

ଓଏଲ୍‌ ବ୍ୟୁରୋ: ମଦ ନିଷିଦ୍ଧ ହୋଇଥିବା ରାଜ୍ୟ ବିହାରରେ ବିଷାକ୍ତ ମଦ ପିଇ ଗଲାଣି ୭୦ରୁ ଉର୍ଦ୍ଧ୍ବ ଜୀବନ। ସାରା ଦେଶରେ ବିହାର ମଦ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏକ ଅଜବ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମାନ୍‌ ସରକାର କହିଛନ୍ତି, ବେଆଇନ ଦେଶୀ ମଦ…

ପୁଣିଥରେ ରାଜଧାନୀବାସୀଙ୍କୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ପୁଣିଥରେ ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି । ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି।…

୨୫୦୦ ବର୍ଷ ପୁରୁଣା ସଂସ୍କୃତ ପହଳିକୁ…

ଓଏଲ୍‌ ବ୍ୟୁରୋ : କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ଜଣେ ଭାରତୀୟ ପିଏଚଡି ଛାତ୍ର ୨୫୦୦ ବର୍ଷ ପୁରୁଣା ସଂସ୍କୃତ ପହଳିକୁ ସମାଧାନ କରି ଚର୍ଚ୍ଚାରେ । ଏଭଳି ଏକ ସଂସ୍କୃତ ପହଳି ଯାହାକୁ ବହୁ ବିଦ୍ବାନଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ବିବିସିର ଏକ ରିପୋର୍ଟ ଅନୁସାରେ ୨୭ ବର୍ଷିୟ ଋଷି ଅତୁଲ ରାଜପୋପଟ ସଂସ୍କୃତ…

ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳରେ…

ଓଏଲ୍ ବ୍ୟୁରୋ : ପାରଦ୍ୱୀପ ବନ୍ଦରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ବନ୍ଦରର ନିଷିଦ୍ଧାଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବାବେଳେ ବନ୍ଦରରେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। କୋଇଲା ପ୍ଲଟରେ କାମ ଚାଲିବା ସମୟରେ ନିଆଁ ଲାଗିଥିବାର ଜଣା ପଡିଛି। ବର୍ତ୍ତମାନ ସୁଧା ଅଗ୍ନିକାଣ୍ଡର କାରଣ ଜଣା…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ଓଏଲ୍ ବ୍ୟୁରୋ : ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ପୂର୍ବରୁ ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ହେଉଛନ୍ତି ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ସହଯୋଗୀ…

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଲିପାରେ ଗୁମର। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଇଡିରେ ହାଜର ହେବା ଖବର ସାମ୍ନାକୁ ଆସିଛି। ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା। ପୂର୍ବରୁ…