Odisha Link
Bridging the Missing Links in Odisha
Daily Archives

January 4, 2023

ବନ୍ଧ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୫…

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ବସ୍- ହାଇଓ୍ୱା ଧକ୍କା ହେବା ଦ୍ୱାରା ରାସ୍ତା ତଳକୁ ଖସିଯାଇଛି ଯାତ୍ରୀବାହି ବସ। ଘଟଣାଟି କଟକ ଚାନ୍ଦବାଲି ରାସ୍ତା ନିକଟରେ ଘଟିଥିବାବେଳେ ଛପୋଲିଆ ନଦୀ ରାସ୍ତାରେ ଓଲଟିଯାଇଛି ଯାତ୍ରୀବାହି ବସ। ଭାରସାମ୍ୟ ହରାଇ ବସ…

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ…

ଓଏଲ୍‌ ବ୍ୟୁରୋ : ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଥିଲା ଗଂଜେଇ ଆଉ ଧରିଲା ପୁଲିସ। ଘଟଣାଟି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ…

ହକି ବିଶ୍ବକପ: ପ୍ରଥମ ବିଦେଶୀ ଦଳ ଭାବେ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ। ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଲା ନେଦରଲାଣ୍ଡସ୍‌ ଟିମ୍‌। ଏହାପୂର୍ବରୁ ଭାରତୀୟ ହକି ଦଳ ଓଡ଼ିଶାରେ ପହଁଞ୍ଚି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଅଭ୍ୟାସ ଜାରି ରଖିଛି। ସୂଚନା ମୁତାବିକ, ନେଦରଲାଣ୍ଡ୍‌ସ…

କାଲିଠୁ ଓଡ଼ିଶାରେ ୫ଜି ସେବା

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଫାଇଭ୍ ଜି ସେବା। ଏହି ସେବାକୁ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲଞ୍ଚ କରିବେ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ…