Odisha Link
Bridging the Missing Links in Odisha
Daily Archives

January 18, 2023

ହକି ବିଶ୍ୱକପ୍‌ ଟିକେଟ୍‌ କଳାବଜାରୀ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ହକି ବିଶ୍ୱକପ୍‌ ଚାଲୁଥିବାରୁ ହକି ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶାରେ ଆୟୋଜିତ ଏହି ହକି ବିଶ୍ୱକପ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯାଉଛି। ହକି ବିଶ୍ୱକପ ଦେଖିବା ପାଇଁ ଟିକେଟ ବିକ୍ରିକୁ ନେଇ କଳାବଜାରୀ କାରବାର ଦେଖିବାକୁ ମିଳିଛି।…

ରାଜଧାନୀରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ…

ଓଏଲ୍‌ ବ୍ୟୁରୋ : ଭୁବନେଶ୍ୱର ପଟିଆ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ। ଖବର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ସୋମବାର ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ୨ ନାବାଳିକା। ରାତି ସାରା ୨ ଜଣଙ୍କୁ ଦଉଡ଼ିରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ ହୋଇଥିବାବେଳେ…

ଓଡ଼ିଶାରେ ବିଜୁବାବୁଙ୍କ ପ୍ରିୟ ଡାକୋଟା…

ଓଏଲ୍‌ ବ୍ୟୁରୋ : ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ଓଡ଼ିଶାରେ ପ୍ରବେଶ କରିଛି ବିଜୁବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ। କୋଲକାତାରୁ ବାହାରି ୩ଟି ବଡ ଲରି ମାଧ୍ୟମରେ ଓଡିଶା ସୀମାରେ ପହଞ୍ଚିସାରିଛି ଡାକୋଟା ବିମାନ। କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଡାକୋଟା ବିମାନକୁ ଅଣାଯାଉଛି। ସୂଚନା ଅନୁସାରେ,…