Odisha Link
Bridging the Missing Links in Odisha
Daily Archives

February 14, 2023

‘୨୦୨୪ରେ ବିଜେପିକୁ କେହି ଟକ୍କର…

ଓଏଲ୍‌ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସ୍ୱତନ୍ତ୍ର ସାକ୍ଷାତକାର ମାଧ୍ୟମରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେପିକୁ କେହି ହଟାଇ ପାରିବେନି। ୨୦୨୪ରେ ଭୋଟର କେବଳ ପ୍ରମୁଖ ବିରୋଧୀଦଳ ବାଛିବେ। କର୍ଣ୍ଣାଟକ, ମଧ୍ୟ ପ୍ରଦେଶ,…

‘ଯବାନଙ୍କ ସାହସ ଆମକୁ ଶକ୍ତିଶାଳୀ…

ଓଏଲ୍‌ ବ୍ୟୁରୋ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରଣ ହେଲା ୪ ବର୍ଷ। ଆଜିବି ମନେ ପଡ଼ନ୍ତି ଆତଙ୍କବାଦୀଙ୍କ ବର୍ବରତାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିବା ଭାରତ ମାଟିର ବୀରପୁତ୍ର। ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମା‌ନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…

ନାମ ଫଳକକୁ ନେଇ ଅହୋରାତ୍ର ଧାରଣାରେ…

ଓଏଲ୍‌ ବ୍ୟୁରୋ : ଗତକାଲି ନାମ ଫଳକକୁ ନେଇ ହୋଇଥିଲା ହୋହଲ୍ଲା। କଟକ ମହାନଗର ନିଗମ କାଉନସିଲ୍ ବୈଠକରେ କର୍ପୋରେଟର ହୋହଲ୍ଲା କରିଥିବା ଜଣା ପଡିଥିଲା। ନାମ ଫଳକରେ କଂଗ୍ରେସ ବିଧାୟକଙ୍କ ନାଁ ନଥିବାରୁ ମେୟରଙ୍କୁ ଘେରିଥିଲେ କଂଗ୍ରେସ କର୍ପୋରେଟର୍। ଦୀର୍ଘ ସମୟ ଧରି ପାଟିତୁଣ୍ଡ ଯୁକ୍ତିତର୍କ ଚାଲିଥିଲା।…

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୪ ବର୍ଷ ;…

ଓଏଲ୍‌ ବ୍ୟୁରୋ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରଣ ହେଲା ୪ ବର୍ଷ । ଆଜିବି ମନେ ପଡ଼ନ୍ତି ଆତଙ୍କବାଦୀଙ୍କ ବର୍ବରତାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିବା ଭାରତ ମାଟିର ବୀରପୁତ୍ର। ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ପ୍ରେମ ଦିବସ ପାଳୁଥିଲା ସେତେବେଳେ ସିଆରପିଏଫ୍ ଉପରେ ଆକ୍ରମଣ କରି…

ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଓଏଲ୍‌ ବ୍ୟୁରୋ : କଟକ କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ବାଇକ ଆରୋହୀ। ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାରେ ୨ ଜଣ ବାଇକ୍‌ ଯୋଗେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ମିକ୍ସର ମେସିନକୁ…