Odisha Link
Bridging the Missing Links in Odisha

ନାମ ଫଳକକୁ ନେଇ ଅହୋରାତ୍ର ଧାରଣାରେ କର୍ପୋରେଟର

ସିଏମସିରେ ଅଫିସର, ମେୟର ଓ କର୍ପୋରେଟର ବିବାଦ ପାଇଁ ରାତିସାରା ଧାରଣା ଦେଲେ କର୍ପୋରେଟର

ଓଏଲ୍‌ ବ୍ୟୁରୋ : ଗତକାଲି ନାମ ଫଳକକୁ ନେଇ ହୋଇଥିଲା ହୋହଲ୍ଲା। କଟକ ମହାନଗର ନିଗମ କାଉନସିଲ୍ ବୈଠକରେ କର୍ପୋରେଟର ହୋହଲ୍ଲା କରିଥିବା ଜଣା ପଡିଥିଲା। ନାମ ଫଳକରେ କଂଗ୍ରେସ ବିଧାୟକଙ୍କ ନାଁ ନଥିବାରୁ ମେୟରଙ୍କୁ ଘେରିଥିଲେ କଂଗ୍ରେସ କର୍ପୋରେଟର୍। ଦୀର୍ଘ ସମୟ ଧରି ପାଟିତୁଣ୍ଡ ଯୁକ୍ତିତର୍କ ଚାଲିଥିଲା।

ତୁରନ୍ତ ଫଳକ ବଦଳାଇବା ସହ କରିଥିବା ଭୁଲ ପାଇଁ କ୍ଷମାପ୍ରାର୍ଥନା କରିବାକୁ କଂଗ୍ର୍ରେସ କର୍ପୋରେଟ ଦାବି କରିଥିଲେ। ତେବେ ସିଏମସିରେ ଅଫିସର, ମେୟର ଓ କର୍ପୋରେଟର ବିବାଦ ପାଇଁ ରାତିସାରା ଧାରଣା ଦେଲେ କର୍ପୋରେଟର। ଅହୋରାତ୍ର ଧାରଣାରେ ବସିଥିଲେ ବିଜେପି ଓ କଂଗ୍ରେସ କର୍ପୋରେଟର।

Leave A Reply

Your email address will not be published.