Odisha Link
Bridging the Missing Links in Odisha
Daily Archives

February 14, 2023

ଏୟାର ଇଣ୍ଡିଆ କିଣିବ ୨୫୦ଟି ବିମାନ

ଓଏଲ୍‌ ବ୍ୟୁରୋ: ଟାଟା ସନ୍ସ ମଙ୍ଗଳବାର କରିଛି ବଡ଼ ଘୋଷଣା। ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ଼ ବିମାନ କ୍ରୟ ଚୁକ୍ତି କରିଛି ଟାଟା ଗ୍ରୁପ୍। ଏୟାର ଇଣ୍ଡିଆ ପାଇଁ ଫ୍ରାନ୍ସର ଏୟାରବସଠାରୁ ୨୫୦ଟି ଏୟାରବସ ଏ୩୫୦ ବିମାନ କିଣିବାକୁ ଟାଟା ଗ୍ରୁପ ଚୁକ୍ତି କରିଛି। ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ…

WPL ୨୦୨୩: ମାର୍ଚ୍ଚ ୪ରୁ ଆରମ୍ଭ, କେବେ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡ ଜାରି କଲା ମହିଳା ପ୍ରିମିୟର ଲିଗ୍‌ (ଡ୍ଲୁପିଏଲ)ର ଖେଳସୂଚୀ। ନିଲାମୀ ପ୍ରକ୍ରିୟା ଶେଷ ହେବାର ୨୪ ଘଣ୍ଟା ନପୁରୁଣୁ ବିସିସିଆଇ ଜାରି କରିଛି ମହିଳା ପ୍ରିମିୟର ଲିଗ୍‌ ୨୦୨୩ର କ୍ରୀଡ଼ାସୂଚୀ। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜିଆଣ୍ଟସ୍, ୟୁପି…

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜନେସ୍‌ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଦୈନିକ ଇଂରାଜୀ ସମ୍ବାଦପତ୍ର ‘ବିଜନେସ୍‌ ଷ୍ଟାଣ୍ଡାର୍ଡ’ ଓ ଆଇବିସିଏସ୍‌ର ମିଳିତ…

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍…

ଓଏଲ୍‌ ବ୍ୟୁରୋ : କନ୍ଧମାଳ ଜିଲ୍ଲା ‌କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚକା ଫାଟିବାରୁ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୪୦ରୁ ଅଧିକ ଯାତ୍ରୀ ନେଇକି ଯାଉଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ…

ଗମନାଗମନ ସୁବିଧା ପାଇଁ ମହିଳାଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ : ମହିଳାଙ୍କୁ ଆହୁରି ସ୍ୱାବଲମ୍ବୀ କରିବା ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନୂତନ ପ୍ରଚେଷ୍ଟା। ୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ମିଳିବ ସାଇକେଲ। ଯେଉଁମାନେ ନଗର ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ଗମନାଗମନ ସୁବିଧା…

‘ଆମ ହସ୍ପିଟାଲ’ ଯୋଜନାରେ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ 'ଆମ ହସ୍ପିଟାଲ' ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରିକରଣ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଆମ ହସ୍ପିଟାଲ ଯୋଜନା ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ବିଗତ…

ଦିଲ୍ଲୀ ବିବିସି କାର୍ଯ୍ୟାଳୟରେ ଆୟକର…

ଓଏଲ୍‌ ବ୍ୟୁରୋ : ବିବିସିର ଦିଲ୍ଳୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ଦ୍ୱାରା ଚଢ଼ାଉ କରାଯାଇଛି। ଆୟକର ବିଭାଗ (ଆଇଟି)ର ଅଧିକାରୀମାନଙ୍କ ଦଳ ବିବିସି ଇଣ୍ଡିଆର ଦିଲ୍ଳୀ ଓ ମୁମ୍ବାଇରେ ଥିବା ଅଫିସ୍‌ରେ ସର୍ଭେ ଅପରେସନ ଆରମ୍ଭ କରିଛନ୍ତି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଧିକାରୀମାନେ ଚଢ଼ାଉ ସମୟରେ…

ନବ ଦାସ ହତ୍ୟାକାଣ୍ଡ : ଚୌଦ୍ୱାର ଜେଲ୍…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଦୁଇ ସପ୍ତାହେ ସରିଥିଲେ ମଧ୍ୟ ହତ୍ୟାର କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇ ତଦନ୍ତ ଜାରି କରିଛି କ୍ରାଇମବ୍ରାଞ୍ଚ। ତେବେ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳକୁ…

ନବ ଦାସ ହତ୍ୟାକାଣ୍ଡ : ଅଭିଯୁକ୍ତ ଗୋପାଳର…

ଓଏଲ୍‌ ବ୍ୟୁରୋ : ନବ ଦାସଙ୍କ ହତ୍ୟା ଘଟଣାର ଦୁଇ ସପ୍ତାହେ ସରିଥିଲେ ମଧ୍ୟ ହତ୍ୟାର କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇ ତଦନ୍ତ ଜାରି କରିଛି କ୍ରାଇମବ୍ରାଞ୍ଚ। ତେବେ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ଆଜି…

ନିଲମ୍ବିତ ହେଲେ ଓଆଇସି ଭଗବାନ ମହାନନ୍ଦିଆ

ଓଏଲ୍‌ ବ୍ୟୁରୋ : କାର୍ଯ୍ୟରେ ଅବହେଳା କରିବାରୁ ନିଲମ୍ବନ ହୋଇଛନ୍ତି ଜଣେ ଓଆଇସି ଅଧିକାରୀ। ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ ଓଆଇସି ଭଗବାନ ମହାନନ୍ଦିଆ ଡ୍ୟୁଟିରେ ଖିଲାପ ପାଇଁ ନିଲମ୍ବନ ହୋଇଥିବା ଜଣା ପଡିଛି। ଅବକାରୀ ବିଭାଗର ଓଆଇସି ଭଗବାନ ମହାନନ୍ଦିଆଙ୍କୁ ନିଲମ୍ବନ କରିଛନ୍ତି ଅବକାରୀ…