Odisha Link
Bridging the Missing Links in Odisha
Daily Archives

February 21, 2023

ରାଜଧାନୀରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ରାଜଧାନୀବାସୀ। ଗତ କିଛିଦିନ ଧରି ତାତି ବଢୁଥିବା ବେଳେ ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍‌ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି…

“ଆଲ୍ଲା ଶବ୍ଦ ସଂସ୍କୃତରୁ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ ହିନ୍ଦୁ ରାଷ୍ଟ୍ରକୁ ନେଇ ଏଭଳି କିଛି ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛନ୍ତି, ଯେମିତି ହେଲେ ବି ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ…

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁଚାଷ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ର ଏନ୍‌ଏସ୍‌ଏସ୍‌ ଶାଖା ପକ୍ଷରୁ ଚନ୍ଦକା ପଞ୍ଚାୟତ କୁଜିମହଲ ଠାରେ ଉନ୍ନତ ଭାରତ ଯୋଜନା ପରିପ୍ରେକ୍ଷୀରେ ଏକ ଛତୁଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦଶ…

ଯେମିତି ହେଲେ ବି ହିନ୍ଦୁ ରାଷ୍ଟ୍ର ହେବ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ ହିନ୍ଦୁ ରାଷ୍ଟ୍ରକୁ ନେଇ ଏଭଳି କିଛି ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛନ୍ତି, ଯେମିତି ହେଲେ ବି ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ…

କ୍ୟାରିୟର ଗଠନ ନିମନ୍ତେ ସୋଆର ପୁରାତନ…

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ବୃତ୍ତିଗତ ଦୁନିଆରେ ଓ ପ୍ରତିଯୋଗିତାମୂଳକ ପରିବେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବାର ମନ୍ତ୍ର ଦେବାର ଉଦ୍ଦେଶ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦୁଇଜଣ ପୁରାତନ ଛାତ୍ର ଦୁଇଟି ପୁସ୍ତକ ରଚନା କରିଛନ୍ତି । ସୋଆର ପୁରାତନ ଛାତ୍ର ଅରବିନ୍ଦ ଦାସ “କର୍ପୋରେଟ…

ଯାତ୍ରୀବାହୀ ବସ୍‌ ଜାଳିଦେଲେ ଦୁର୍ବୃତ୍ତ…

ଓଏଲ୍‌ ବ୍ୟୁରୋ : ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତ ଘଟାଇଲେ ଲଙ୍କାକାଣ୍ଡ ଏବଂ ଜାଳିଦେଲେ ଛିଡ଼ା ହୋଇଥିବା ଯାତ୍ରୀବାହୀ ବସ୍‌। ନୂଆଗାଁ ଲୁଆରାମରେ ଏମିତି ଘଟଣା ଘଟିଛି। ଦୁର୍ବୁତ୍ତମାନେ ବସରେ ନିଆଁ ଲଗାଇବା ସମୟରେ ବସ୍‌ ଭିତରେ ଶୋଇଥିଲେ କଣ୍ଡକ୍ଟର। ଅଳ୍ପକେ କଣ୍ଡକ୍ଟର ଜଣକ ମୃତ୍ୟୁମୁଖରୁ…

ଉତ୍ତରପ୍ରଦେଶ ଡ୍ରାଇଭର ଅପହରଣ ମାମଲା :…

ଓଏଲ୍‌ ବ୍ୟୁରୋ : ଉତ୍ତରପ୍ରଦେଶର ଡ୍ରାଇଭର କୋରାପୁଟରେ ଅପହରଣ ହେବା ମାମଲାରେ ପୁଲିସକୁ ମିଳିଲା ସଫଳତା। ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ୍‌ ମାନ୍‌ଙ୍କୁ ଅପହରଣ ଘଟଣାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପହୃତ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ଅପହରଣ…

ଅଗ୍ନିବୀର ନିଯୁକ୍ତି ଯୋଜନାରେ ବଡ଼…

ଓଏଲ୍‌ ବ୍ୟୁରୋ : ଅଗ୍ନିପଥ ଯୋଜନାରେ ବଡ ପରିବର୍ତନ କରାଯାଇଛି। ଅଗ୍ନିବୀର ନିଯୁକ୍ତି ପାଇଁ ଆଇଟିଆଇ ଓ ପଲି ଟେକନିକ୍ ପାସ କରିଥିବା ପିଲା ମଧ୍ୟ ଆବେଦନ କରିପାରିବେ। ସେନା ତରଫରୁ ଅଗ୍ନିପଥ ଭର୍ତ୍ତି ପ୍ରକ୍ରିୟାରେ ଭାଗନେବା ପାଇଁ ଯୋଗ୍ୟତା ନିୟମକୁ ବଢାଇ ଦେଇଛନ୍ତି। ପ୍ରି ସ୍କିଲ୍ଡ ଯୁବକମାନେ ଏବେ ଏହି…

କ୍ଷେପଣାସ୍ତ୍ର ଆଇଟିସିଏମର ସଫଳ ପରୀକ୍ଷଣ

ଓଏଲ୍‌ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଦେଶୀ ଜ୍ଞାନ କୌଶଲରେ ନିର୍ମିତ ଆଇଟିସିଏମ ମିସାଇଲ ଆଜି ୧୦ଟା ୧୫ମିନିଟରେ ସଫଳ ପରୀକ୍ଷଣ ହୋଇଛି। ଏହା ସୁପର ସୋନିକ କ୍ରୁସ ମିଶାଇଲ ନିର୍ଭୟର ଆଡଆନ୍ସ ଭର୍ସନ। ଏହି…

‘ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୁକ୍ତ ଗୋପାଳ ତାଙ୍କୁ ହତ୍ୟା କରିଥିବାବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗୋପାଳକୁ ଗିରଫ କରାଯାଇଛି। ହତ୍ୟାକାଣ୍ଡକୁ ନେଇ ଚର୍ଚା ଜୋର ଧରିଥିବାବେଳେ ନବ ଦାସଙ୍କ ଝିଅ ଦୀପାଳି ଦାସ ନିଜର…