Odisha Link
Bridging the Missing Links in Odisha
Daily Archives

March 3, 2023

ନର୍ସମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ:…

ଭୁବନେଶ୍ୱର: ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ। ତାଙ୍କ ହାତରେ ମଣିଷର ଜୀବନ ନିର୍ଭର କରେ। ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ ବୋଲି ଗ୍ୱାଲିୟର ସ୍ଥିତ କ୍ୟାନ୍ସର ହିଲ ହସ୍ପିଟାଲ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ରେଣୁକା ଦାସ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌…

ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ…

ଓଏଲ୍‌ ବ୍ୟୁରୋ: ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା' ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ…

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପ୍ରାୟ ବର୍ଷକ ତଳେ ରାଜ୍ୟରେ ହୋଇଥିଲା ପଞ୍ଚାୟତ ନିର୍ବାଚନ। ଏଭଳିକି ନବନିର୍ବାଚିତ ସରପଞ୍ଚ ମାନେ ଏକ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ ମଧ୍ୟ। ଏସବୁ ମଧ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରାୟ ବର୍ଷକ ପରେ ଜଣେ ସରପଞ୍ଚ ଅଯୋଗ୍ୟ ଘୋଷିତ ହୋଇଛନ୍ତି। କାରଣ ସେ ସତ୍ୟପାଠରେ ଉଲ୍ଲେଖ କରିଥିଲେ…

ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଅଭିନେତା…

ପୁରୀ: ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ସାଇ ପିଣ୍ଟୁ ନନ୍ଦଙ୍କୁ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ବହୁ ସାଥି କଳାକାର ତାଙ୍କୁ ଶେଷ ଦର୍ଶନ କରିଥିଲେ। ଅପରାହ୍ନ…

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ…

ଭୁବନେଶ୍ୱର : କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି। କୋଭିଡ୍‌ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ମଧ୍ୟ…

ଇନ୍ଦୋର ବିଜୟ ସହ ବିଶ୍ବ ଟେଷ୍ଟ…

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ଦମଦାର ବିଜୟ। ଭାରତକୁ ତୃତୀୟ ଟେଷ୍ଟରେ ୯ ଓ୍ବିକେଟରେ ମାତ୍‌ ଦେଇ ସିରିଜକୁ କମ୍‌ବ୍ୟାକ୍‌ କରିଛି ଅଷ୍ଟ୍ରେଲିଆ। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଜିତିଛି। ୭୬ ରନର…

ଅପରାହ୍ନରେ ସ୍ୱର୍ଗଦ୍ୱାରରେ ହେବ ଅଭିନେତା…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଆ ମନୋରଞ୍ଜନ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ତାଙ୍କ ମରଶରୀର ହାଇଦ୍ରାବାଦରୁ ଭୁବନେଶ୍ବର ଅଣାଯାଇଥିବା ବେଳେ କିମ୍ସ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଆଜି ପିଣ୍ଟୁ ନନ୍ଦଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ। ସୂଚନା ମୁତାବକ,ଆଜି ଭୁବନେଶ୍ୱର…

କୋରାପୁଟରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଆଜି ଭୋର ୫ଟାରେ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମୃଦୁ ଭୂମିକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଏହାର ତ୍ରୀବତା ୩.୮ ରେକର୍ଡ କରାଯାଇଛି।ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ସୂଚନାମୁତାବିକ, ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ…