Odisha Link
Bridging the Missing Links in Odisha
Daily Archives

March 7, 2023

ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଲୀଳ ନୃତ୍ୟ…

ଓଏଲ୍‌ ବ୍ୟୁରୋ: ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ ସାଜିଛି। ଏସବୁ ମଧ୍ୟରେ ଯାତ୍ରା ପ୍ରେମୀ ମାନଙ୍କ ପାଇଁ ଆସିଲା ବଡ଼ ଖବର। କାରଣ ଆଉ ଯାତ୍ରା ଓ ମେଲୋଡି ମଞ୍ଚ ଉପରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ। ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର। ମେଲୋଡି କିମ୍ବା…

ଦୋଳ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କର…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଯେଉଁଥିପାଇଁ ଗାଁଠୁ ସହର ଉତ୍ସବମୁଖର। ଏଥିସହିତ ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେଉଛି। ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି।…

ଖୋର୍ଦ୍ଧା ଭୂଷଣ୍ଡପୁର ବାଣ ବିସ୍ଫୋରଣ…

ଓଏଲ୍‌ ବ୍ୟୁରୋ: ଗତକାଲି ଛାତି ଥରାଇ ଦେବା ଭଳି ବାଣ ବିସ୍ପୋରଣ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ। ଗତକାଲି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫କୁ ବୃଦ୍ଧି ପାଉଛି। ଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ…