Odisha Link
Bridging the Missing Links in Odisha
Daily Archives

April 5, 2023

ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ଶିକ୍ଷକ ଯିଏକି ଜୀବନ୍ତ ଗୁରୁ, ସେ କିଭଳି ନରରାକ୍ଷସ ସାଜିପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ସୁନ୍ଦରଗଡ଼ରୁ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା। ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ କରୁଥିଲେ ଶିକ୍ଷକ। ଏହି ଘଟଣାରେ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ଜଣା ପଡିଛି।…

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ, ପ୍ରବାସୀ…

ଓଏଲ୍‌ ବ୍ୟୁରୋ: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାପାନ ଗସ୍ତରେ ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାପାନରେ ପହଞ୍ଚିବା ପରେ ଜାପାନରେ ଅବସ୍ଥାପିତ…

ଭିଜିଲାନ୍ସ ପଞ୍ଝାରେ ଜିଏସଟି ଅଧିକାରୀ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ। ଜିଏସଟି ଅଧିକାରୀ ଚିତ୍ତ ରଞ୍ଜନ ମହାନ୍ତିଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ବେଳେ ଚିତ୍ତରଞ୍ଜନଙ୍କ ଲକରରୁ ସୁନା ମିଳିଥିବା ସୂଚନା ମିଳିଛି। ଏକ କେଜି ୬୦ ଗ୍ରାମର ସୁନା ଅଳଙ୍କାର ଏବଂ ୧୯ଟି ସୁନା ବିସ୍କୁଟ ଠାବ…

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚାଲିଛି ଚଢ଼ାଉ। ଏକାସାଙ୍ଗରେ ରାଜ୍ୟର ଗଂଜାମ, ନୟାଗଡ, ଭୁବନେଶ୍ୱର, ସୋର, ଢେଙ୍କାନାଳରେ ଚାଲିଛି ଆଇଟିର ଘନଘନ ଚଢାଉ। ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି। ଟିକସ…

ଛତିଶଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ, ୨…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ଘଟିଥିବା ଏକ ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି। ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ କବିରଧାମ ଜିଲ୍ଲା ରେଙ୍ଗାଖାର ଗାଁରେ ଏହି ଅଘଟଣ ଘଟିଥିବା ଜଣା ପଡିଛି। ଏକତରଫା ପ୍ରେମରୁ ବିସ୍ଫୋରଣ ଘଟାଇଛି ଦୁର୍ବୃତ୍ତ। ବୋମା ବିସ୍ଫୋରଣରେ ବର ଓ ବଡ଼ଭାଇଙ୍କ…

ବାଉନ୍ସର ଗ୍ୟାଙ୍ଗର ଆଉ ୫ଜଣଙ୍କୁ ଧରିଲା…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ପୁଲିସକୁ ବଡ଼ ସଫଳତା। ବାଉନ୍ସର ଗ୍ୟାଙ୍ଗର ଆଉ ୫ଜଣ ଧରାପଡ଼ିଥିବା ସୂଚନା। ୫ ଜଣଙ୍କ ମଧ୍ୟରୁ ୩ଜଣ ସାଲିଆ ସାହିର ହୋଇଥିବା ଜଣା ପଡିଛି। ଗିରଫଙ୍କ ମଧ୍ୟରୁ ଜଣେ ଗେଷ୍ଟ ହାଉସ୍ ମାଲିକ ବୋଲି ସୂଚନା ମିଳିଛି। ପୂର୍ବରୁ ବାଉନ୍ସର ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ…

ଆସନ୍ତା ଏପ୍ରିଲ ୧୦ରୁ +୨ ଖାତାଦେଖା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ତେବେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି। ଆସନ୍ତା ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା। ୨ଟି ପର୍ଯ୍ୟାୟରେ ହେବ…

ସମାଲୋଚନା ପରେ ହଟିଲା ପୂର୍ବତନ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୋଷାକକୁ ନେଇ ବିଭିନ୍ନ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଚାରିଆଡୁ ବିରୋଧ ପରେ ପ୍ୟାଣ୍ଟ କୋର୍ଟ ହଟାଇ ମୂର୍ତ୍ତିରେ ଧୋତି ପଞ୍ଜାବୀ ପିନ୍ଧାଇଥିଲେ ଅନୁଗୁଳ ପୌରପାଳିକା। ପରେ ବିବାଦ ଲାଗିରହିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ…

କୂଅରେ ପଡ଼ି ୨ ଶିଶୁ କନ୍ୟା ମୃତ

ଓଏଲ୍‌ ବ୍ୟୁରୋ: ଗତକାଲି ସୁବର୍ଣ୍ଣପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଖେଳୁ ଖେଳୁ କୂଅରେ ପଡିଯାଇଥିଲେ ୨ ଶିଶୁ କନ୍ୟା। ପରେ ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସଦର ଟାଉନରେ। କୂଅ ପାଖରେ…

ନକଲି ସାର୍ଟିଫିକେଟ ମାମଲା: ବଲାଙ୍ଗିରରେ…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏନେଇ ଅଭିଯୋଗ କ୍ରମେ ମାମଲାରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ…