Odisha Link
Bridging the Missing Links in Odisha
Daily Archives

April 19, 2023

ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ସରକାର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି। ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ…

ଭାରତ ବିଶ୍ୱର ସର୍ବବୃହତ ଜନବହୁଳ ଦେଶ

ଓଏଲ୍‌ ବ୍ୟୁରୋ: ଜନସଂଖ୍ୟା ତୁଳନାରେ ଚୀନକୁ ପଛରେ ପକାଇଲା ଭାରତ। ଏବେ ବିଶ୍ୱର ସର୍ବବୃହତ ଜନବହୁଳ ରାଷ୍ଟ୍ର ଚୀନ ନୁହେଁ ଭାରତ। ବୁଧବାର ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁଏନ୍‌ଏଫ୍‌ପିଏ ଜନସଂଖ୍ୟ ଡାଟା ‘ଷ୍ଟେଟ୍‌ ଅଫ୍…

ଫାଇଲ କେବେ ହଜେନି, କେଉଁଠି ନା କେଉଁଠି…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଶ୍ରୀମନ୍ଦିର ଫାଇଲ ଆଇନ ବିଭାଗ ହଜେଇଦେବା ଘଟଣାକୁ ନେଇ…

ରାଜ୍ୟ ସରକାର ମନ୍ଦିର ପ୍ରତି ବିପଦ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଶ୍ରୀମନ୍ଦିର ଫାଇଲ ହଜିବା ନେଇ ସାଂଘାତିକ ମନ୍ତବ୍ୟ…

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବଡ଼…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ଦାୟର ନିର୍ବାଚନୀ ମାମଲା ଖାରଜ ହୋଇଛି। ଆବେଦନକାରୀ ସହଯୋଗ ନକରିବାରୁ ଖାରଜ କଲେ ହାଇକୋର୍ଟ। ପ୍ରତାପ…

ସ୍ୱାଭିମାନ ଅଞ୍ଚଳର ପାଦଦେଶରେ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ହେବ ଚଳଚ୍ଚିତ୍ର ପୁଷ୍ପା-୨ର କିଛି ଭାଗ ସୁଟିଂ। ସ୍ୱାଭିମାନ ଅଞ୍ଚଳ ମୁହାଁ ନିର୍ଦ୍ଦେଶକ। ଏବେ ସ୍ୱାଭିମାନ ଅଞ୍ଚଳରେ ଫିଲ୍ମ ସୁଟିଂ କରିବାକୁ ନିର୍ଦ୍ଦେଶକଙ୍କ ଧାଡି ଲାଗିଲାଣି। ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ…

ପଡ଼ୋଶୀର ଶବ ଦାହ ବେଳେ ଚାଲିଗଲା ଯୁବକଙ୍କ…

ଓଏଲ୍‌ ବ୍ୟୁରୋ: ଯାଜପୁର ବାରୁଣୀ ଶ୍ମଶାନ ଘାଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶବ ଦାହ ପାଇଁ ଯାଇ ବୈତରଣୀରେ ବୁଡ଼ି ଗଲେ ଯୁବକ। ବାରୁଣୀ ଶ୍ମଶାନ ଘାଟରେ ପଡ଼ୋଶୀର ଶବ ଦାହ ବେଳେ ଏହି ଅଘଟଣ ଘଟିଛି। ଶବ ଦାହ କରି ବୈତରଣୀରେ ଗାଧୋଇବା ବେଳେ ବୁଡ଼ି ଯୁବକଙ୍କ ଜୀବନ ଚାଲିଯାଇଛି। ତେବେ ମୃତ…

ପ୍ରୟାଗରାଜରେ ଚାଞ୍ଚଲ୍ୟ, ଅତିକ ଅହମଦର…

ଓଏଲ୍‌ ବ୍ୟୁରୋ: ଶନିବାର ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ସୁପ୍ରିମକୋର୍ଟ ଆସନ୍ତା ଏପ୍ରିଲ ୨୪ ତାରିଖରେ ଅତିକ୍ ଅହମଦ ହତ୍ୟା ମାମଲାର ଶୁଣାଣି କରିବେ।ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମଦର ଓକିଲଙ୍କ ଘର ବାହାରେ…

ମନି ଲଣ୍ଡରିଂ ମାମଲା: ଅକ୍ଷୟ ପରିଜାଙ୍କ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ। କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ଜଗବନ୍ଧୁ କହିଛନ୍ତି ଯେ, ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ।…

ସମ୍ବଲପୁରରେ ଆଜିକୁ ୭ ଦିନ ହେବ ମିଳୁନି…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ…