Odisha Link
Bridging the Missing Links in Odisha
Daily Archives

April 19, 2023

ପିଏମ୍‌ ମୋଦିଙ୍କୁ ଭେଟିଲେ ଆପଲ ସିଇଓ…

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି ଆପଲର ସିଇଓ ଟିମ୍‌ କୁକ। ଭାରତ ଗସ୍ତରେ କୁକ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖଙ୍କୁ ସାକ୍ଷାତ କରିଛନ୍ତି। ଭାରତରେ ଆପଲର ଦ୍ବିତୀୟ ଷ୍ଟୋର ଉନ୍ମୋଚନ ହେବା ପୂର୍ବରୁ ଆପଲ ସିଇଓ ଆଜି ପିଏମ୍‌ ମୋଦିଙ୍କୁ…

ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜନୀତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ମହାରାଷ୍ଟ୍ର ରାଜୀନତିର ହଟଚମଟକୁ ନେଇ ହେଉଛି ଚର୍ଚ୍ଚା। ଗତକିଛି ଦିନ ହେବ ଏନସିପିର ଗୋଟିଏ ଗୋଷ୍ଠୀ ଅଜିତ ପାୱାରଙ୍କ ନେତୃତ୍ୱରେ ଭାଜପା ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଏହାକୁ…

ଭାରତ ବିପକ୍ଷ ମହାମୁକାବିଲା ପାଇଁ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ଆରମ୍ଭ କରିସାରିଲାଣି କ୍ରିକେଟ ଅଷ୍ଟ୍ରେଲିଆ। ଭାରତ ବିପକ୍ଷ ମହାମୁକାବିଲା ଓ ଇଂଲଣ୍ଡ ବିପକ୍ଷ ଆସେସ୍‌ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ।…

ଦିବ୍ୟାଙ୍ଗଙ୍କୁ ସକ୍ଷମ କରିବାକୁ…

ଭୁବନେଶ୍ବର: ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର କରିବାକୁ ଓଡ଼ିଶାରେ ଆରମ୍ଭ ହେଲା ଅଧ୍ୟାୟ। ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’…

‘ନିର୍ବାଚନ ଆସିଲେ ରାଜ୍ୟ…

ଓଏଲ୍‌ ବ୍ୟୁରୋ: ଦୀର୍ଘଦିନ ହେବ ଲାଗିରହିଛି ମହାନଦୀ ଜଳ ବିବାଦ ମାମଲା। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଥିବା ବେଳେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏଏମ୍ ଖାଣ୍ଡିଲକାରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଓ ବିଚାର ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ ଛତିଶଗଡ଼ରେ…

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି। ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ…

ରାଜ୍ୟରେ ଅସହ୍ୟ ତାତି, ୧୧ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଖରାରରେ ସିଝୁଛି ସାରା ରାଜ୍ୟ। ଆଜି ବି ସାରା ରାଜ୍ୟରେ କଲବଲ କରୁଛି ତାତି। ଅସହ୍ୟ ଗରମ ସହ ରାସ୍ତାଘାଟ ଖାଁ ଖାଁ। ପୁଣି ୪୦ ଡିଗ୍ରୀ ଉପରେ ରାଜ୍ୟର ଅନେକ ଜିଲ୍ଲା। ହିଟ୍‌ୱେଭ୍ ନେଇ ଆଜି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା, କଟକ,…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନେଉଥିଲେ ଲାଞ୍ଚ। ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। ଲାଞ୍ଚ ନେଇ ଧରାପଡ଼ିଲେ ଦାନଗଦି ସିଏଚସିର ମେଡିକାଲ ଅଫିସର ପବିତ୍ର ସେଠୀ। ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡିଙ୍କୁ ମଧ୍ୟ ଧରିଲା ଭିଜିଲାନ୍ସ। ତେବେ ଜଣେ…

ବିଜେପି ନେତା ନିଜ ଦର୍ପଣରେ ନିଜ ଚେହେରା…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି। ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ…

ପିଲାଙ୍କୁ ମୋବାଇଲ ନିଶାରୁ ମିଳିବ…

ଓଏଲ୍‌ ବ୍ୟୁରୋ: ଆଜିକାଲି ସାଧାରଣତଃ ସମସ୍ତଙ୍କୁ ମୋବାଇଲ ନିଶା ଘାରିଛି। ସେଥିରୁ ଛୋଟ ଛୋଟ ପିଲାବି ବଡ଼ ପଡୁନାହାନ୍ତି। ଖାତାଵହି ଧରି ପାଠ ପଢିବା ସମୟରେ, ଖେଳକୁଦ କରିବା ବୟସରେ ଏବେ ସବୁ ପିଲାଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟ ଫୋନ ଯାହା ନିଶା ପାଲଟିଗଲାଣି। ସତେ ଯେମିତି ମୋବାଇଲ ବିନା ସବୁ କିଛି…