Odisha Link
Bridging the Missing Links in Odisha
Daily Archives

April 20, 2023

ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ବର: ଗୁରୁବାର ଅପରାହ୍ନରେ ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସହିଦ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ ଓ ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ…

ସୋଆ ଓ ଜିମ୍ବାୱେ ବିଶ୍ୱବିଦ୍ୟାଳୟ ମଧ୍ୟରେ…

ଭୁବନେଶ୍ୱର: ବିଭିନ୍ନ ଏକାଡେମିକ୍‌ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଓ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଜିମ୍ବାୱେର ବିନ୍ଦୁରା ବିଶ୍ୱବିଦ୍ୟାଳୟ ଅଫ୍‌ ସାଇନ୍ସ ଏଜୁକେସନ୍‌ ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର…

ଶିଳ୍ପ-ଆଧାରିତ ଦକ୍ଷତା ଉପରେ ଗୁରୁତ୍ୱ…

ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ର ପ୍ରଥମ ଦିନରେ ଆଜି ଶିଳ୍ପ-ଆଧାରିତ ଦକ୍ଷତା ଓ ରାଜ୍ୟର ଯୁବପିଢିଙ୍କ ପାଇଁ ଉଦୀୟମାନ ସୁଯୋଗଗୁଡିକ ଉପରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଦ୍ୱାରା…

ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ…

ଭୁବନେଶ୍ବର: ଫେବ୍ରୁଆରି ମାସରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିଥିଲା ଯୁବ ମୋର୍ଚ୍ଚା। ପ୍ରତିବାଦ ସମୟରେେ ଭୁବନେଶ୍ବର ଲୋଏର ପିଏମଜିରେ ଅପ୍ରତିକର ପରିସ୍ଥିତି ଉପୁଜିବା ହେତୁ ପୁଲିସ ଯୁବ ମୋର୍ଚ୍ଚା ସଭାପତି ସମେତ ୨୨ ଜଣଙ୍କୁ ଗିରଫ କରିଥିଲା। ଆଜି ସେହି ଯୁବ ମୋର୍ଚ୍ଚାର…

ଝାରସୁଗୁଡ଼ା ଉପନିର୍ବାଚନ: ଭାଜପା ଜାରି…

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ବିଜୟ ଲକ୍ଷ୍ୟ ନେଇ ନେତା କରୁଛନ୍ତି ମାଷ୍ଟର ପ୍ଲାନ୍। ପୂର୍ବରୁ କଂଗ୍ରେସ ଓ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଥିବା ବେଳେ ସନ୍ଧ୍ୟାରେ ଭାରତୀ୍ୟ ଜନତା ପାର୍ଟି (ଭାଜପା) ଜାରି କରିଛି…

ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର…

ଭୁବନେଶ୍ବର: ମେ'୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଆଜି ଥିଲା ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ମଧ୍ୟ ଦାଖଲ କରି ସାରିଛନ୍ତି। ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ ଜାରି କରିଛି ୪୦…

ଆସନ୍ତା ମେ’୯ ତାରିଖରେ ବାରିପଦା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମେ' ୯ ତାରିଖରେ ବାରିପଦା ଆସିବେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଜଳିଗଲା ସେନା ଗାଡ଼ି, ଜମ୍ମୁ-କାଶ୍ମୀର…

ଓଏଲ୍‌ ବ୍ୟୁରୋ: ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଘଟିଥିବା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜମ୍ମୁ କାଶ୍ମୀର ପୁଞ୍ଛରେ ନିଆଁ ଲାଗି ଜଳିଗଲା ସେନା ଟ୍ରକ। ସେନା ଗାଡିରେ ନିଆଁ ଲାଗିବାରୁ ୪ ଯବାନ ସହିଦ ହୋଇଥିବା ଜଣା ପଡିଛି। ତେବେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ। ଅନ୍ୟପକ୍ଷରେ ସେନା…

କାଗଜ ହେବ ୫ଶହ ଟଙ୍କିଆ ନୋଟ୍! ଏମିତି କହି…

ଓଏଲ୍‌ ବ୍ୟୁରୋ: ସାବଧାନ ରୁହନ୍ତୁ, ଚାରିଆଡେ ମାତିଛନ୍ତି ଲୁଟେରା। କେତେବେଳେ ଅନଲାଇନ ମାଧ୍ୟମରେ ତ କେତେବେଳେ ନିଜ ଘର ଦୁଆର ମୁହଁରୁ, ଅତି ଚାଲାକର ସହ ଲୁଟିବାରେ ଲାଗିଛନ୍ତି ଲୁଟେରା। ତେବେ ସୋନପୁରରେ ଅଭିନବ ଉପାୟରେ ଯୁବକଙ୍କୁ ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି। କେମିକାଲରେ ବୁଡ଼ାଇଲେ ସାଦା କାଗଜ…

ରାଜ୍ୟରେ ହିଟ୍ ୱେଭ ଆଲର୍ଟ, ୪୫ଡିଗ୍ରୀ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ ହନ୍ତସନ୍ତ ରାଜ୍ୟବାସୀ। ଅତ୍ୟଧିକ ଗରମ ପାଇଁ ଆଜି ୪ଟି ଜିଲ୍ଲାକୁ ହିଟ ୱେଭ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ। କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼,…